Daily Archives

ଧୁମ୍ ଧାମରେ ପାଳିତ ହେଲା ରଙ୍ଗର ପର୍ବ ହୋଲି

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ପୂଜା ଅର୍ଚ୍ଚନା ପୂର୍ବକ ଦୋଳ ପୂର୍ଣ୍ଣିମା ଓ ରଙ୍ଗର ପର୍ବ ମହାସମାରୋହର ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣିମାକୁ ଆଖିରେ ରଖି ସମଗ୍ର ଅଞ୍ଚଳରେ ଏକ ପାରମ୍ପାରିକ ଧର୍ମୀୟ ବାତାବରଣ ସହ
Read More...

ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ : ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ ମଞ୍ଚସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲ୍ୟାବାଦ ଗ୍ରାମରେ ପବିତ୍ର ଦୋଳ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ମାଁ ରାମଚଣ୍ଡୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପରିବେଷିତ ସାମାଜିକ
Read More...

ନୂଆପଡ଼ା ଜିଲ୍ଲାପାଳ ବୋହିଲେ ମାଟିର ଭାର : ଶ୍ରମିକଙ୍କୁ କଲେ ଉତ୍ସାହିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ
Read More...

ହୋଲିରେ ଅଘଟଣ : ହାତୀ ନଦୀରେ ବୁଡିଯାଇ ଯୁବକ ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇ ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ଜୁନାଗଡ଼ ସହରର ବ୍ରାହ୍ମଣ ପଡ଼ାର
Read More...

ବାଇକ୍-ପିକଅପ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

କଣ୍ଟାବାଞ୍ଜି : ବାଇକ୍-ପିକଅପ୍ ମୁହାମୁହିଁ ଧକ୍କା ହୋଇଛି । ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟରେ ଦୁର୍ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ବଙ୍ଗୋମୁଣ୍ଡା ନୂତନ ପେଟ୍ରୋଲ
Read More...

ଭାର ବୋହି ଚର୍ଚ୍ଚାକୁ ଆସିଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା : ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ । ମନରେଗା ଯୋଜନାରେ ହେଉଥିବା ମାଟି କାମରେ ଭାରରେ ମାଟି ବୋହିଛନ୍ତି ଜିଲ୍ଲାପାଳ । କେବଳ ଜିଲ୍ଲାପାଳ ନୁହେଁ କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି ।
Read More...

୬୬୦ କେଜି ଗଞ୍ଜେଇ ଜବତ : ୬ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ୬୬୦ କେଜି ଗଞ୍ଜେଇ ସହ ଗୋଟିଏ ପିକ୍‌ଅପ୍‌ ଗାଡି, ଗୋଟିଏ ଆଇ ୨୦ କାର ସହ ଗୋଟିଏ ପିସ୍ତଲ ପୁଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ଓଲଟିଲା ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗୋତିଗୁଡା ନିକଟରେ ଥିବା ୩୨୬ ନମ୍ବର ରାଜ୍ୟ ରାଜପଥରେ ବିଦେଶୀ ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ଥିବା ଦେଖିବାକୁ ମିଳିଛି । ପିକ୍‌ଅପ୍ ଭ୍ୟାନ୍‌ଟି ରାୟଗଡା ଦେବଦଳା ମଦ ଡିପୋରୁ କଳାହାଣ୍ଡି
Read More...

ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ବନମାଳୀ ପେଲେସ ସମ୍ମୁଖରେ ଥିବା ଜଗନ୍ନାଥ କାର ସ୍ପା ପରିସରରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ
Read More...

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ଦିଆଯିବ ବୋଲି ବିଡିଓ ଶ୍ରୀ ସାହୁଙ୍କ ପ୍ରକାଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ । ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ
Read More...