Daily Archives

ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ : ‘ଏକତା ବଜାୟ ରହିଲେ ସଫଳତା ମିଳେ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମ ଠାରେ ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପୁଇଁତଲେ ବ୍ଲକ
Read More...

ଛତ୍ରପୁର ଉପ-ଜିଲ୍ଲାପାଳ ଭାବେ ଶିବାଶିଷ ବରାଳଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଉପ-ଜିଲ୍ଲାପାଳ ଭାବେ ଶିବାଶିଷ ବରାଳ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୫ ମସିହା ବ୍ୟାଚ୍‌ର ଓ.ଏ.ଏସ୍‌. ଅଟନ୍ତି । ସେ ପ୍ରଥମ ଥର
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତା କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ରାଜ୍ୟରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ ପ୍ରଚଳନପାଇଁ ଆରମ୍ଭ ହୋଇଥିବା ତିନିଦିନିଆ ଜାତୀୟ କର୍ମଶାଳାର ଦ୍ଵିତୀୟ ଦିବସରେ ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦଶଟି ବୌଦ୍ଧିକ ଦଳ ଗଠନ କରାଯାଇ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ମତଗ୍ରହଣ କରାଯାଇଥିଲା ।
Read More...

ଓଡ଼ିଶାରେ ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନର ସଫଳତା

• ବାଲ୍ୟ ବିବାହ ରୋକିବାକୁ ଗଞ୍ଜାମରେ ନିର୍ଭୟ କଢ଼ି, କେନ୍ଦୁଝରରେ ସ୍ୱର୍ଣ୍ଣ କଳିକା ଏବଂ ଢେଙ୍କାନାଳରେ କଳ୍ପନା ଅଭିଯାନକୁ ମିଳିଛି ଅଭୂତପୂର୍ବ ସଫଳତା• ଦେବଗଡ଼ ଜିଲ୍ଲାରେ ବୀରାଙ୍ଗନା ଅଭିଯାନ ବଳରେ ଆତ୍ମରକ୍ଷା ପାଇଁ ସଶକ୍ତ ହେଉଛନ୍ତି କିଶୋରୀ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ମହିଳା ଓ ଶିଶୁ ବିକାଶରେ ଅନିୟମିତତା : ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଦଶମ ବାର୍ଷିକୀ ପାଳନ କଲା ମହିଳା ଓ ଶିଶୁ…

ଗତ ଏକ ଦଶନ୍ଧି ମଧ୍ୟରେ, ଏହି ଯୋଜନା ଭାରତରେ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନର ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛିଜାନୁଆରୀ ୨୨ରୁ ମାର୍ଚ୍ଚ ୮, ୨୦୨୫ ପର୍ଯ୍ୟନ୍ତ ଦଶମ ବାର୍ଷିକ ଉତ୍ସବ ଚାଲିବ ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବଉଦ୍‌ଘାଟନୀ ସମାରୋହରେ
Read More...

ଜନକଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜନକଲ୍ୟାଣ ସେବା ସମବାୟ ସମିତି, ରେଙ୍ଗଳ ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସମିତି ସଭାପତି ପ୍ରଭାଜର ବାରିକ, ସମ୍ପାଦକ ରବି ନାରାୟଣ ସାମନ୍ତରା, ପୂର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ସାମନ୍ତରାୟ, ପିଇଓ ନ୍ୟାୟବ୍ରତ ବେହେରା,
Read More...

ଡେଲାଙ୍ଗରେ ଜାତୀୟ ସଡ଼କ ସୁରକ୍ଷା ମାସ -୨୦୨୫ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ, ଡେଲାଙ୍ଗର ମିଳିତ ଆନୁକୁଲ୍ୟରେ " ଜାତୀୟ ସଡକ ସୁରକ୍ଷା ମାସ - ୨୦୨୫" ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ
Read More...

ମହାକୁମ୍ଭରେ ଆଖଡ଼ା : ସମାବେଶୀ ଓ ପ୍ରତିବଦ୍ଧ ସମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ

ନୂଆଦିଲ୍ଲୀ, (ପିଆଇବି) : ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା । ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ
Read More...

ପୋର୍ଟ ବ୍ଲେୟାରରେ ପରାକ୍ରମ ଦିବସ ଅବସରରେ ଜୟହିନ୍ଦ ପଦଯାତ୍ରାର ନେତୃତ୍ୱ ନେବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା…

ପଦଯାତ୍ରାରେ ଯୋଗ ଦେବେ ଦେଢ ହଜାର ସ୍ୱେଚ୍ଛାସେବୀ ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ଜାତୀୟ ପରାକ୍ରମ ଦିବସ ପାଳନ ଅବସରରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରରେ ଆସନ୍ତା ୨୩ ତାରିଖରେ ଜୟ ହିନ୍ଦ ପଦଯାତ୍ରା ଅନୁଷ୍ଠିତ ହେବ । କେନ୍ଦ୍ର ଯୁବ
Read More...