କାର-ବାଇକ ମୁହାଁମୁହିଁ : ୨ ଯୁବକ ମୃତ
ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ ମହଗାଁ ଠାରେ ଗତ ବିଳମ୍ବିତ ରାତିରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରାଜିନ ରତେଇ(୨୯) ଓ ମାନସ ବନଛୋର (୧୭) । ଉଭୟ!-->…
Read More...
Read More...