Yearly Archives

2024

ଖପ୍ରାଖୋଲ ପୋଲିସ ଦ୍ଵାରା ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ଧଣ୍ଡାମୁଣ୍ଡା ଛକ ନିକଟରେ ଦୁଇଟି ବାଇକରେ ୨ ଶିଶୁ ସମେତ
Read More...

ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ସ୍ୱତନ୍ତ୍ର ଯକ୍ଷ୍ମା ମୁକ୍ତ ଅଭିଯାନ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ସ୍ୱତନ୍ତ୍ର ଅଭିଯାନ ଆଜି ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ପ୍ରଚାର ପ୍ରସାର କରିବା
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଅନୁଷ୍ଠିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉତ୍ସବର ପ୍ରଥମ ଦିନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ମୁଖ୍ୟ ଅତିଥି, ଶଗଡା
Read More...

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଲକ ଅମଲାଭଟା ଗ୍ରାମରେ । ଏ ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ତହସିଲଦାର
Read More...

ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

ନୂଆପଡ଼ା, (ଅଜିତ କୁମାର ବେହେରା) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମଣ୍ଡିରେ ୭ ଜଣ କୃଷକ ୭୦୩ ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ
Read More...

ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମିଳିଲା ମଞ୍ଜୁରୀ : ଖୁସିବ୍ୟକ୍ତ କଲେ ଅଞ୍ଚଳବାସୀ ଓ ବିଜେପି କର୍ମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ର ସରକାର ଓଡିଶା ପାଇଁ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମଞ୍ଜୁରୀ ତାଲିକା ପ୍ରକାଶ କରିଥିବାବେଳେ ତାଲିକାରେ ବଲାଙ୍ଗିର ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ତାଲିକା ଆସିଛି । ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ
Read More...

କୁଣ୍ଡାବୁଟୁଲା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟୁଲା ଗ୍ରାମର ସରସ୍ୱତୀ ଶିଶୁ ମନ୍ଦିରଠାରେ ଆଜି ମାତୃ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସ୍ଵାଗତମ୍ ଗୀତ
Read More...

ସାଲେପୁର ବାର ଆସୋସିଏସନ୍‌ର ନୂତନ ଗୃହର ଶୁଭ ଶିଳାନ୍ୟାସ ଉତ୍ସବ

କଟକ, (କେପିଏନ୍‌ଏସ୍‌) : କଟକ ସାଲେପୁର ବାର ଆସୋସିଏସନ୍‌ର ନୂତନ ଗୃହର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନିର୍ମାଣ ହେବାକୁ ଯାଉଥିବା ନୂତନ ଗୃହର ଶିଳାନ୍ୟାସ କରିଥିଲେ ।
Read More...

ଟିଟିଲାଗଡ଼ ପୂର୍ବତଟ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେଳ କର୍ମଚାରୀ ତଥା ପରିବାର ସଦସ୍ୟଙ୍କ ଚକ୍ଷୁ ପରୀକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରେଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଘୁନାଥ ପଣ୍ଡା ଓ ଟିଟିଲାଗଡ଼ ଡିଲକ୍ସ ଅପ୍ଟିକାଲସର ମିଳିତ ଆନୁକୂଲ୍ୟରେ ରେଳ ବିଭାଗରେ କାର୍ଯ୍ୟରତ ରେଳବାଇ କର୍ମଚାରୀ ଓ ତାଙ୍କର ସପରିବାର ସଦସ୍ୟଙ୍କ ଚକ୍ଷୁ
Read More...

ଆଗଲପୁର ଓଷ୍ଟା ତରଫରୁ ଶିଶୁମେଳା

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ଆଗଲପୁର ବ୍ଲକ ଓଷ୍ଟା ତରଫରୁ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମରା ଚୌହାନ ସଭାପତିତ୍ୱ କରିଥିବା ବେଳେ, ମଂଚ ପରିଚାଳନା ଉମାକାନ୍ତ ପୁଟେଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ
Read More...