Yearly Archives

2024

ଆସନ୍ତା ଡିସେମ୍ବର ୧୧ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରିବେ…

• ମୋଟ୍‌ ୭ଟି ବର୍ଗରେ ପୁରସ୍କୃତ ହେବ ଓଡ଼ିଶା; ଗଞ୍ଜାମ ଓ ସୁନ୍ଦରଗଡ଼ର ଦୁଇଟି ପଞ୍ଚାୟତକୁ ମିଳିବ ପୁରସ୍କାର; ଛତ୍ରପୁର ଶ୍ରେଷ୍ଠ ବ୍ଲକ୍‌ ଏବଂ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ;• ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ
Read More...

୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ

୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ୨୨୦୦୦ ବରିଷ୍ଠ ନାଗରିକ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୯
Read More...

ରାଇଜିଂ ରାଜସ୍ଥାନ ବିଶ୍ୱ ନିବେଶ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନ ଏହାର କୁଶଳୀ ଶ୍ରମଶକ୍ତି ଏବଂ ବର୍ଦ୍ଧିଷ୍ଣ ବଜାର କାରଣରୁ ପୁଞ୍ଜିନିବେଶ ପାଇଁ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱର ବିଶେଷଜ୍ଞ ଓ ନିବେଶକମାନେ ଭାରତକୁ ନେଇ ଉତ୍ସାହିତ : ପ୍ରଧାନମନ୍ତ୍ରୀଭାରତର ସଫଳତା ଗଣତନ୍ତ୍ର, ଜନସଂଖ୍ୟା, ଡିଜିଟାଲ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦପଦବୀ ପୂରଣ ଦାବିରେ ଛାତ୍ର କଂଗ୍ରେସର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକଠାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦ ପଦବୀ ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ସୂଚନା ଯୋଗ୍ୟ ଯେ, ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ପରିଣତ
Read More...

ସାହୁ ଜ୍ୱେଲର୍ସରୁ ସୁନା ବ୍ୟାଗ ଲୁଟ୍‌

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ମୁନିଗୁଡା ବ୍ଲକ ଅମ୍ବାଦୋଳାର ସାହୁ ଜ୍ୱେଲର୍ସରୁ ପ୍ରାୟ ୫୦୦ ଗ୍ରାମ ସୁନା ଲୁଟ୍‌ର ଏକ ଅଭିଯୋଗ ହୋଇଛି । ତେବେ ଦୁଇ ଲୁଟେରା ଏକ ବ୍ଲୁ ରଙ୍ଗର ପଲ୍‌ସର୍‌ରେ ଆସି ଦୋକାନୀ ମହେଶ୍ୱର ନାୟକଙ୍କ ଦୋକାନ ଖୋଲିବା ସମୟରେ ଲୁଟ୍‌ କରିଥିବା ଖବର ଜଣାପଡ଼ିଛି । ଏ
Read More...

ଖୋ-ଖୋ ବିଶ୍ଵ କପରେ ଯୋଗଦେବେ ଡେଲାଙ୍ଗର ଭରତ ଓ ଅନନ୍ୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଖୋ-ଖୋ ବିଶ୍ଵ କପ ନିମନ୍ତେ ଭାରତୀୟ ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଗଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଭରତ କୁମାର ପ୍ରଧାନ (ବରକେରା) ଓ ଭୀମସେନ ପ୍ରଧାନଙ୍କ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂକଳ୍ପ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ନବ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ
Read More...

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସଙ୍କ ଠାରୁ ଚାନ୍ଦ ସଂଗ୍ରହ : ତେବେ କଟନି ଛଟନି ବନ୍ଦ ହେବ କେମିତି

ବରଗଡ, (ନିରୋଜ କୁମାର ପାଣୀ) : ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଡିସେମ୍ବର ୧୧ରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ର ଗ୍ରାଣ୍ଡ୍ ଫାଇନାଲ୍
ଆୟୋଜନ ପାଇଁ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ

ଭୁବନେଶ୍ୱର : ଅନ୍ୟ ୫୧ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ଏକ ନୋଡାଲ୍ ଏଜେନ୍ସି ଭାବରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଆଗାମୀ ୧୧ ଏବଂ ୧୨ ତାରଖରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ର ସଫ୍ଟୱେର୍ ସଂସ୍କରଣର ଗ୍ରାଣ୍ଡ୍ ଫିନାଲ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି ।
Read More...

ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକ ଜୟନ୍ତୀ ପାଳନ ହୋଇଯାଇଛି । ଏହି ସମାରୋହ ତାଙ୍କ ଗୃହ ଆଗରେ ହୋଇଥିଲା । ଏଥିରେ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ନାଟ୍ୟ ଭୂଷଣ ଜଗଦାନନ୍ଦ
Read More...