ଏକାଠି ହେଲେ ହିନ୍ଦୁ ସମାଜ : ବାଙ୍ଗଳାଦେଶ ବିରୁଦ୍ଧରେ ଉଠିଲା ସ୍ୱର
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ହିନ୍ଦୁ ସମାଜ ପକ୍ଷରୁ ରେଳ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା । ଏକାଠି ହେଲେ ହିନ୍ଦୁ ସମୂହ । ବାଙ୍ଗଳାଦେଶରେ ହେଉଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ହିନ୍ଦୁ ସମୂହ ସ୍ୱର ଉତ୍ତୋଳନ କରିଛି ।!-->…
Read More...
Read More...