Yearly Archives

2024

ନବବର୍ଷରେ ନୀଳାଦ୍ରିପୁରରେ ଜମିବ ସାଧୁସନ୍ଥଙ୍କ ଗହଳ ଚହଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମ ଯାହାକି ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଏହି ଗ୍ରାମଟି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା'ରାମଚଣ୍ଡୀ ଙ୍କ ପାଇଁ ଏହି ଗାଁ ପ୍ରସିଦ୍ଧ ଅଟେ । ନୂତନବର୍ଷ ୨୦୨୫ ପବିତ୍ର ମାଘ
Read More...

ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତୁରେକେଲା ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଉତ୍ସବକୁ ସରପଞ୍ଚ ଜଳନ୍ଧର ମହାକୁଡ଼ ଉଦ୍‌ଘାଟନ କରିଥିଲେ ।
Read More...

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪

ଉଦ୍‌ଘାଟନୀ ସମାରୋହରେ ଓଡିଶାର ଦୁଇ ମନ୍ତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪, ରାଉରକେଲା ବିମାନ ବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ବିଜନେସ୍
Read More...

ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ : ଚିନ୍ତାରେ ଚାଷୀ କୂଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହିଥିବାରୁ ଅଦିନିଆ
Read More...

ଛତ୍ରପୁର ପିଲିବନ୍ଧ ପାର୍କରେ ସ୍ଥାନୀୟ ସଂଗଠନର ସହଯୋଗରେ ପୂର୍ଣ୍ଣାଙ୍ଗ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏଥିରୁ ବାଦ ପଡ଼ିନାହିଁ । ସହରଟି କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ, ସେନେଇ ପ୍ରଶାସନ ତରଫରୁ ଦୁଇ
Read More...

ଭୂମିକାର ସ୍ଵନକ୍ଷତ୍ର ଦିବସ ଓ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ନିକଟସ୍ଥ ଚାରି ଶମ୍ଭୁ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୂମିକାର ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକରେ ଗତ ବର୍ଷର ବିଭିନ୍ନ
Read More...

କୁଠୁର୍ଲା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଠୁର୍ଲା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁଶିଲ ଭୋଇ, ସମ୍ମାନିତ ଅତିଥି ଭାବେ କୁଠୁର୍ଲା ପଞ୍ଚାୟତର ସରପଞ୍ଚ ନୀଳମଣି ସେଠ୍,
Read More...

ଦେଓଗାଁ ବ୍ଲକରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ଦେଓଗାଁ ବ୍ଲକର ଅଧକ୍ଷା ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା
Read More...

ଟିଟିଲାଗଡ଼ ବହି ହାଟ କମିଟି ପୁନଃ ଗଠନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବହିହାଟ କମିଟିର ଉପସ୍ଥିତ ସଭ୍ୟମାନଙ୍କୁ ନେଇ ସ୍ଥାନୀୟ ଆଦିବାସୀ ଭବନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସର୍ବ ପ୍ରଥମେ ଦିବଂଗତ ସଭ୍ୟମାନଙ୍କ ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ପରେ କମିଟି
Read More...

ପିଇଓଙ୍କୁ ସୂଚନା ମାଗିବାରୁ ସାମ୍ବାଦିକକୁ ଧମକ

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ମାଗିବାରୁ ସାମ୍ବାଦିକଙ୍କୁ ଧମକ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦଙ୍କ ପି.ଏସ୍‌ ପ୍ରୀତମ ପୁରୋହିତ । ଏଇ କଥା ଆମେ କହୁ ନାହୁଁ, ଖୋଦ୍‌ ପୀଡ଼ିତ ସାମ୍ବାଦିକ ଜଣକ ମୋତେ ଧମକ ଦେଇଉଛନ୍ତି ବଲାଙ୍ଗିର
Read More...