Yearly Archives

2024

ଡାହିମାଲ କ୍ଲଷ୍ଟରର ସପ୍ତମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଡାହିମାଲ କ୍ଲଷ୍ଟରର‌ ସପ୍ତମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇ ଶିକ୍ଷାର ମାନ ବୃଦ୍ଧି ତଥା ସାମଗ୍ରୀକ ବିକାଶ ପାଇଁ ସମସ୍ତେ
Read More...

ଆଗଲପୁର ବ୍ଲକର ୧୫ଟି ଗ୍ରାମରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ସି.ଡି.ପି.ଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠୀ ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜ୍‌ର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ
Read More...

ତୁଷୁରା କ୍ଲଷ୍ଟରର ସପ୍ତମ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର ସପ୍ତମ ମାସିକ ବୈଠକ ମହୀପୁର ଆଶ୍ରମ ବିଦ୍ୟାଳୟ ପରିସରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ କୃତକାର୍ଯ୍ୟ ହେଲେ ମହେଶ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ୟୁନିଟ୍ - ୧ ସ୍ଥିତ ଆଦିବାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କୃତକାର୍ଯ୍ୟ ହୋଇଛନ୍ତି ବିରକାଲଡିହି ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମହେଶ୍ୱର
Read More...

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଏସ୍.ଟି.ଡ଼ି.ଏ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଫଳତା ଜୀବନର ଲକ୍ଷ୍ୟସ୍ଥଳ ନୁହେଁ, ଏହା ଏକ ଦୀର୍ଘଯାତ୍ରା ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଛନ୍ତି ।
Read More...

ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଯିବା ରାସ୍ତା ବନମାଳୀ ପେଲେସ ପାଖରେ ଥିବା ଟର୍ଣ୍ଣିଙ୍ଗରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସମାଜସେବୀ ଯୋଗେଶ ପନିକା ଗୁରୁତର ଜଣଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇ ଥିଲେ । ପରେ କଣ୍ଟାବାଞ୍ଜି
Read More...

ମାଣିକଚଉଁରାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଣିକଚଉଁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଆର୍‌.ସି.ସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ କ୍ଷେତରପଡା ପ୍ରାଥମିକ
Read More...

ପିପି ଏକାଡ଼େମୀର ହୀରକ ଜୟନ୍ତୀ : ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡ଼େମୀର ହୀରକ ଜୟନ୍ତୀ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ
Read More...

ବିଷମକଟକ ବ୍ଲକରେ ବ୍ଲକସ୍ତରୀୟ ଚଇତି ଲୋକ ମହୋତ୍ସବ ୨୦୨୪ ଧୁମ୍‌ଧାମ୍‌ରେ ପାଳିତ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ ପଛ ପଟେ ଥିବା ପଡିଆ ଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି - ୨୦୨୪ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବିଷମକଟକ ବ୍ଲକ ଅନ୍ତର୍ଗତ ଶକ୍ତିପୀଠ
Read More...

ବଲାଙ୍ଗିର ‘ସମାଜ’ ସଂସ୍କରଣ ଦ୍ୱିତୀୟ ସ୍ୱନକ୍ଷତ୍ର

ଜନଗଣଙ୍କ ସ୍ୱର ହୋଇଛି ‘ସମାଜ’ ବଲାଙ୍ଗିର, (କେପିଏନ୍‌ଏସ୍‌) : କେବିକେ ଅଞ୍ଚଳ ପାଇଁ ‘ସମାଜ’ର ଏକ ସ୍ୱତନ୍ତ୍ର ଦରଦ ରହିଛି । ଜନଗଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ବଲାଙ୍ଗିର ‘ସମାଜ’ ସଂସ୍କରଣର ପରିକଳ୍ପନା । ବଲାଙ୍ଗିର ଜିଲା ସାମ୍ବାଦିକ ଭବନରେ ଆୟୋଜିତ ସଂସ୍କରଣର
Read More...