Yearly Archives

2024

ବଲାଙ୍ଗିରରେ ପ୍ରଥମ ଥର ପାଇଁ ଉଦ୍‌ଘାଟନ ହେଲା ଓଡ଼ିଶର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସହରର ଗାନ୍ଧୀନଗରପଡ଼ାର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଓଡ଼ିଶୀର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ
Read More...

ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠିଯୋଗାଣ ସମେତ ଆର୍ଥିକ ଅପରାଧ ମୁକାବିଲା କ୍ଷେତ୍ରରେ ଭାରତର ପ୍ରୟାସକୁ…

ଏଫ୍‌ଏଟିଏଫ୍‌ ଦ୍ୱାରା ସର୍ବୋଚ୍ଚ ମାନ୍ୟତା ରୂପେ ଭାରତକୁ ‘ନିୟମିତ ଅନୁସରଣ’ ଶ୍ରେଣୀରେ କରାଗଲା ସ୍ଥାନିତ ନୂଆଦିଲ୍ଲୀ, (ପିଆଇବି) : ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ସମେତ ବିଭିନ୍ନ ବେଆଇନ ଆର୍ଥିକ ଗତିବିଧି ମୁକାବିଲା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାରେ ଭାରତର
Read More...

କେସିଙ୍ଗା ପୋଲିସ୍‌ର ସଫଳତା : ୩. ୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସକାଳେ କେସିଙ୍ଗା ଆଦର୍ଶ ଥାନା ଏଏସ୍‌ଆଇ ଡି. ମୋହନ ଅମାଠରୁ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବନ୍ଧପଡା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ । ସେହି ସମୟରେ ଏମ୍‌. ରାମପୁର ପଟୁ ଆସୁଥିବା ଓଡି ୦୩ଏଏ୫୫୮୫ ନମ୍ବର୍ ବିଶିଷ୍ଟ
Read More...

ପଦ୍ମପୁର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭାଗବତ ଜନ୍ମୋତ୍ସୋବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଭାଦ୍ରବ ପୂର୍ଣ୍ଣିମା ତିଥିରେ ଓଡ଼ିଆ ମତ ଅନୁଯାଇ ଭାଗବତ ଜନ୍ମ ଉପଲକ୍ଷେ ଭାଗବତ ପଠନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସେହି ଉପଲକ୍ଷେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରଭୁଙ୍କର ମନ୍ଦିରରେ ଭାଗବତ ଜନ୍ମ ଉପଲକ୍ଷେ ପ୍ରଭୁଙ୍କର
Read More...

ଶାରଳା ଶକ୍ତିପୀଠରେ ଶୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଶୋଡ଼ଷ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ
Read More...

୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଛତ୍ରପୁରରେ ଆୟୋଜିତ ହେଉଛି “ବିକାଶ ମେଳା”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସୂଚନା-ଶିକ୍ଷା- ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଏକ ଜନସଚେତନତା ସୃଷ୍ଟି ସାମାବେଶ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୪ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...

ସାମ୍ବାଦିକଙ୍କ ପିତାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିମନ୍ତେ କର୍ଯ୍ୟକରୁଥିବା ଦୈନିକ "ସମାଜ" ଏବଂ ନିଉଜ୍-୭ର ପ୍ରତିନିଧି ସାମ୍ବାଦିକ ସରୋଜ କୁମାର ସାମଲଙ୍କ ପିତା ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ନରେନ୍ଦ୍ର କୁମାର ସାମଲ (୭୨)ଙ୍କ ଚିକିତ୍ସାଧୀନ
Read More...

ଶିଶୁଙ୍କ ପାଇଁ ଯତ୍ନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୦ରେ 'କେୟାର ଫର କିଡ୍ସ ଡେ' ବା 'ଶିଶୁଙ୍କ ପାଇଁ ଯତ୍ନ ଦିବସ' ଆପଣଙ୍କ ପାଇଁ ବଡ଼ ଏବଂ ଛୋଟ ବିଭିନ୍ନ ଉପାୟରେ ଶିଶୁର ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିବାର ଏକ ସୁଯୋଗ ପ୍ରଦାନ କରେ । କେୟାର ଫର କିଡ୍ସ ଡେରେ ଅଂଶଗ୍ରହଣ କରୁଥିବା
Read More...

ଅବହେଳିତ ମଲକେନ ଡ୍ୟାମର ଭାଗ୍ୟ ବଦଳିବ କେବେ : ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା କିନ୍ତୁ ହୋଇପାରିଲା ନାହିଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦ୍ମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ୍‌ । ଏହି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା…

କୃଷି ଓ କୃଷକ କଲ୍ୟାଣର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି : ଶ୍ରୀ ଚୌହାନଜଳବାୟୁ ଅନୁକୂଳ, ପୋକ ପ୍ରତିରୋଧୀ ଏବଂ ଅଧିକ ଅମଳକାରୀ ୬୫ ଟି ଫସଲର ୧୦୯ଟି ନୂତନ ବିହନ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀସରକାରଙ୍କ ୧୦୦ ଦିନିଆ
Read More...