Yearly Archives

2024

ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ : ଭୁବନେଶ୍ୱରର ଭିଏସ୍ଏସ୍ ନଗର ଠାରେ ତିନି ଘଣ୍ଟା ମଧ୍ୟରେ ରୋଡ ଓଭର…

ଭୁବନେଶ୍ୱର, (ପିଆଇବି) : ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଅଛି । ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ
Read More...

ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ୱେଭ୍ସ ଭାରତକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବଉଦ୍‌ଘାଟିତ ହେଲା ୱେଭ୍ସର 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ସିଜନ-୧, ଯୁବବର୍ଗଙ୍କୁ ଅଧିକ ସଂଖ୍ୟକ ଅଂଶଗ୍ରହଣ
Read More...

ଆନ୍ତର୍ଜାତୀୟ ଶାନ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ, ୨୧ ସେପ୍ଟେମ୍ବରରେ 'ଆନ୍ତର୍ଜାତୀୟ ଶାନ୍ତି ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ, ଅସନ୍ତୋଷ ଏବଂ ଅଶାନ୍ତିରୁ ବଞ୍ଚିତ ଏକ ବିଶ୍ୱ ପାଇଁ ଆମର ମିଳିତ ଆକାଂକ୍ଷାକୁ ଦର୍ଶାଏ । ମିଳିତ ଜାତିସଂଘର ସାଧାରଣ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବିବିନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୨୪ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ
Read More...

ରାଉରକେଲା କଲେଜରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନରେନ୍ଦ୍ର ମୋଦି ସେବା ସଂକଳ୍ପ ଆନୁକୂଲ୍ୟରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଜାତୀୟ ସେବା ଯୋଜନା ସଂଯୁକ୍ତ ଶାଖା ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଯାଇଛି । ଏହି ଶିବିରଟି
Read More...

୧୫ବର୍ଷ ପରେ ଚଳକୀରୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସକୁ ଚଳକୀ ଅଞ୍ଚଳର ଦୀର୍ଘ ୧୫ବର୍ଷ ତଳର ଏକ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ପୁରୁଣା ୱାରେଣ୍ଟି ତରୁଣ ଦେବଗୁରୁ(୩୫)ଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଏହି ଥାନା ଚଳକୀ ପଞ୍ଚାୟତ ଖୁଜେନପାଲି
Read More...

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ଟିଟିଲାଗଡ଼
Read More...

ଡିବାଇଡର୍‌ ମଝିରେ ବୃକ୍ଷରୋପଣକୁ ବିରୋଧ କଲେ ବଲାଙ୍ଗିର ଶାନ୍ତିପଡାର ଯୁବକ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ପାଟଣାଗଡ ରୋଡ୍‌ ଶାନ୍ତିପଡାରୁ ଲାଲ୍‌ଟିକ୍ରା ଆଡକୁ ଯାଇଥିବା ମୁଖ୍ୟ ରାସ୍ତା ମଝିରେ ରହିଥିବା ଡିବାଇଡର୍‌ ଭିତରେ ଗଛ ଲଗାଯାଇଥିବା ବେଳେ ଶାନ୍ତିପଡାର କିଛି ଯୁବକ ଏହାକୁ ବିରୋଧ କରିଥିବାର ଦେଖିବାକୁ
Read More...

ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ ଅଭ୍ୟାସ ପାଇଁ ଅବା ନାଟକ ରିହରସାଲ୍ ପାଇଁ ସ୍ଥାନ ଦେବା ସାଂଗକୁ ଓ ନାଟକ ମଞ୍ଚସ୍ଥ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରେକ୍ଷାଳୟର ସୁଲଭ ଦରରେ ଯୋଗାଇ ଦେବାକୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର
Read More...