Yearly Archives

2024

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ବହଳପଦର ପଞ୍ଚାୟତ ଠେଲକୋମୁଣ୍ଡା ଗାଁର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କ ମାତା ସୁଶୀଳା ହାତୀ(୫୯)ଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିବା ସହିତ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା, ମେଳାପୀ
Read More...

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଲୋଇସିଂହା ଗାନ୍ଧୀ ସ୍ମୃତି ପାଠାଗାର ଠାରେ ବରିଷ୍ଠ ସଦସ୍ୟ ନନ୍ଦ କିଶୋର ଭୋଇ(କୁନା)ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବବୁଲୁ ଦଳେଇ, କାର୍ଯ୍ୟକାରୀ ସଭାପତି -
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ୭ ଜଣ ଛାତ୍ରୀଙ୍କୁ 'ଉଜ୍ୱଳ ତାରକା' ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କ ସହିତ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛି । ଛାତ୍ରୀମାନେ ହେଲେ ଲକ୍ଷ୍ମୀପ୍ରିୟା
Read More...

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଆନୁକୂଲ୍ୟରେ ‘ନୂଆଁଖାଇ ଭେଟ୍‌ଘାଟ୍‌’ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା, ସଂସ୍କୃତି, ଶିଳ୍ପ ଓ କ୍ରୀଡାର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ଉତ୍ସବମୁଖର ପରିବେଶରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ
Read More...

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣେ କଳା, ସଂଗୀତ ପ୍ରତି ସମର୍ପିତ ଅକ୍ତୋପେଡ ବାଦ୍ୟଯନ୍ତ୍ରର ଶିଳ୍ପୀ ନୀଳକଣ୍ଠ ପଲେଇ ଓରଫ ନୀଲୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ମ୍ୟୁଜିକ ସେଲିବ୍ରେସନ ଗ୍ରୁପର ମୁଖ୍ୟ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଜାତୀୟ ସ୍ତରରେ ସମ୍ମାନିତ ହେଲେ ସାମ୍ବାଦିକା ଶତରୂପା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ମାଟିର ଝିଅ ତଥା ସାରା ରାଜ୍ୟରେ ସାମ୍ବାଦିକା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶତରୂପା ସାମନ୍ତରାୟଙ୍କୁ ଚଳିତ ବର୍ଷ ଜାତୀୟ ସ୍ତରରେ ଆଇଆଇଏମ୍‌ଏଏ ସମ୍ମାନରେ ସମ୍ମାନିତ କରାଯାଇଛି । ଦିଲ୍ଲୀର ଏକ ହୋଟେଲରେ ଚଳିତବର୍ଷ ଏହି
Read More...

ଅଖିଳ ଭାରତୀୟ ମାଲୟାଲୀ ସଂଘ : ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ଆର୍‌ ଅମ୍ବୁଯାକ୍ଷ ନାୟାରଙ୍କ
Read More...

୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା ହୋଇଛି । ବିଜେପି ନେତ୍ରୀ ତଥା ସମାଜସେବୀ ପ୍ରମିଳା ଦାସ ଏବଂ ସମାଜସେବୀ ରିତା ସିଂହ ଏ ସମ୍ପର୍କରେ ନାବାଳିକାଙ୍କ ସମ୍ପର୍କୀୟଙ୍କ ସହିତ ଥାନାରେ ପହଞ୍ଚି ଘଟଣା
Read More...

ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ…

ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟକୋର୍ଟ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ଅନୁରୋଧ ଭୁବନେଶ୍ୱର : ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ
Read More...

ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲା ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ଚଳେ ଭୁବନେଶ୍ଵର ସ୍ଥିତ ଭରତପୁର ଥାନାରେ ଜଣେ ସେବାରତ ସେନାର ମେଜର ତଥା ତାଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀମାନେ ମାନସିକ ତଥା ଶାରୀରିକ ଅତ୍ୟାଚାର ସ୍ୱରୂପ ଦୁର୍ବବ୍ୟହାର ପ୍ରଦଶନ କରିବା ସଂଗେ ସଂଗେ ମାଡ ମାରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା
Read More...