Yearly Archives

2024

ଡି.ଆଇ.ଇ.ଟିରେ ‘ଜାତୀୟ ଗଣିତ ଦିବସ’ ପାଳନ

ତୁରେକେଲା, (ପିତାମ୍ବର ଦୀପ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି) ବଲାଙ୍ଗିରର ସମ୍ମିଳନୀ କକ୍ଷ ଠାରେ ‘ଜାତୀୟ ଗଣିତ ଦିବସ’ ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି, ରାଜେନ୍ଦ୍ର କଲେଜ ବଲାଙ୍ଗିରର ଅବସର ପ୍ରାପ୍ତ ଗଣିତ
Read More...

ବଜାସାଲ ନାଚରେ ଦୁଲୁକିଲା ବୁଢ଼ାଡଙ୍ଗର ମଞ୍ଚ

କେସିଙ୍ଗା, (ପ୍ରୀତେଶ ପଟେଲ) : ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ
Read More...

ବିରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ୯୧ତମ ଜନ୍ମଜୟନ୍ତୀ ଅବସରରେ
Read More...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦୀପ୍ତିପୁର ଠାରେ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଓ ମାତୃ ପ୍ରକୋଷ୍ଠ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦୀପ୍ତିପୁର ଠାରେ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଓ ମାତୃ ପ୍ରକୋଷ୍ଠ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ବରଗଡ ଜିଲ୍ଲାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବରେ ଜବନିକା

ଶେଷ ରଜନୀରେ ଗର୍ଜିଲା ମଞ୍ଚ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଶେଷ ସନ୍ଧ୍ୟାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସାଂସଦୀୟ ବ୍ୟାପାର
Read More...

ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ କେନ୍ଦ୍ରମନ୍ତ୍ରୀ

• ଭାରତୀୟ ଶିକ୍ଷା ବ୍ୟବସ୍ଥାର ପରମ୍ପରାକୁ ଆଗକୁ ବଢ଼ାଇଛି ଡିଏଭି- ଧର୍ମେନ୍ଦ୍ର ପ୍ରଧାନ• ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତ୍ତରେ ୧୦୦ ବର୍ଷ ପୂରିବା ବେଳେ ଡିଏଭି ସ୍କୁଲ ସଂଖ୍ୟା ୬୦ରୁ ୧୦୦କୁ ବଢାଯାଉ• ଓଡ଼ିଶାରେ ଡିଏଭି ଶିକ୍ଷାର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଡିଏଭି
Read More...

ପତ୍ରାପାଲି (କ) ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ଜୟଦେବ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ
Read More...

ରାଜ୍ୟସ୍ତରୀୟ ସର୍ଗିଫୁଲରେ ଛାତ୍ରୀ ମାନଙ୍କ କୃତିତ୍ୱ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଇଁତଲା ବାଳିକା ହାଇସ୍କୁଲର ଛାତ୍ରୀମାନେ କୃତିତ୍ଵ ଅର୍ଜନ କରିଛନ୍ତି । ସ୍କୁଲକୁ ପହଁଚିବା ପରେ ସ୍କୁଲର ଶିକ୍ଷୟତ୍ରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତଂ ସମ୍ବର୍ଦ୍ଧନା
Read More...

ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ବୈଠକ ଅନୁଷ୍ଠିତ ଓ ନୂତନ କର୍ମକର୍ତ୍ତା ମନୋନୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗରଗଡ଼ବାହାଲ ଚାହାରପଡାଠାରେ ବ୍ଲକ ଯାଦବ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଞ୍ଚଳର ଯାଦବ ବୃନ୍ଦମାନଙ୍କୁ ନେଇ ବ୍ଲକ ଯାଦବ
Read More...

ତେନ୍ତୁଳିଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀଙ୍କ ଯୁବାମାଲ ଓ ଦାଢ଼ିଆପଦରକୁ ରାଜସ୍ୱ ଗ୍ରାମ ରଦ୍ଧ ତଥା ପଟ୍ଟା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଯୁବାମାଲ ଓ ଦାଢ଼ିଆପଦରର ରାଜସ୍ୱ ଗ୍ରାମ ଆବେଦନ ରଦ୍ଧ ଏବଂ ସେମାନଙ୍କୁ ପଟ୍ଟା ନଦେବା ପାଇଁ
Read More...