Yearly Archives

2024

ଗାନ୍ଧୀ ଜୟନ୍ତୀରେ ନିଶାମୁକ୍ତ ଅଭିଯାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିର ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ତରଫରୁ ନିଶାମୁକ୍ତ ଅଭିଯାନର ଏକ ମାନବ ଶୃଙ୍ଖଳ, କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା କମିଟିର ଆବାହକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ସରୋଜ କୁମାର
Read More...

ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରେ ବିସିଜି ଟୀକାକରଣର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରେ ବିସିଜି ଟୀକାକରଣର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରେ ଦୁର୍ଗାପାଲି ସଂରପଂଚ ଶ୍ରୀମତୀ ଜନନୀ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଯୁବା ବିସିଜି ଟୀକାକରଣ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗୀୟ ସଂସ୍ଥାର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଏହି
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଲୋଇସିଂହା, (ବିମଳେନ୍ଦୁ ମିଶ୍ର) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ଆଲୋକପାତ କରିଥିଲେ ଗୁରୁଜୀ ଦେବରାଜ ରାଉତ ଏବଂ ଗୁରୁମା ରଞ୍ଜିତା
Read More...

ହୁତୁହୁତୁ ହୋଇ ଜଳିଗଲା ହାଇୱା : ଡ୍ରାଇଭର୍‌ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆର୍‌ଓବି ରାସ୍ତା ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜ ଲକ୍ଷ୍ମୀ କଂଷ୍ଟ୍ରକସନ କମ୍ପାନୀର ଏକ ହାଇୱା ହୁତୁହୁତୁ ହୋଇ ଜଳିଯାଇଥିବା ଖବର ମିଳିଛି । ଡ୍ରାଇଭର୍‌ ଗାଡ଼ିରୁ ଡେଇଁ ପଡ଼ିବାରୁ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କଲେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ଯୁବ ପିଢ଼ିଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଆଜି
Read More...

ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ୪ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ (୭୦) ଓ ଗୋଖୁଳ ମାଳି (୫୦) । କଲ୍ୟାଣସିଂହପୁର ବଜାର ସାରି ନିଜ ଘର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗାଁକୁ
Read More...

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୫ ଗିରଫ

ବୌଦ୍ଧ : ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ହିତେଶ ଜାନୀ, ଯୁଗଳ ଷଣ୍ଢ, ପରଦେଶୀ ରଣା, ବାସୁଦେବ ରଣା ଓ ହିମାଂଶୁ ଭୋଇ ୠିରଫ ହୋଇଛନ୍ତିି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ତାଳପଡ଼ା ଗ୍ରାମ
Read More...

ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା : ଡ୍ରାଇଭର୍‌ ଗୁରୁତର, ଯାତ୍ରୀ ଆହତ

ନାରାୟପାଟଣା : ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ହୋଇଛନ୍ତିି । ସୂଚନା ଅନୁଯାୟୀ, ଭାରସାମ୍ୟ ହରାଇ ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ଥିବା ସହ ଟ୍ରକ୍‌ ଚାଳକ ଗାଡ଼ି ଭିତରେ ଫସି
Read More...

ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିିଁ ଧକ୍କାରେ ୧ ମୃତ

ସେମିଳିଗୁଡା : ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ହେଲେ ନନ୍ଦପୁର ବ୍ଳକ ଲାମାନ୍ଦା ଗ୍ରାମର ବିଶ୍ଵ ରଞ୍ଜନ । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ସହରର ଦାମନଯୋଡି ଛକ ପେଟ୍ରୋଲ ପମ୍ପ ନିକଟରେ । ସୂଚନା ଅନୁଗତ ଯେ, ଆଜି ବିଶ୍ଵ ରଞ୍ଜନ ନିଜ ବାଇକ ଯୋଗେ ଦାମନଯୋଡି
Read More...