Yearly Archives

2024

ପାଇକମାଲରେ ନବରାତ୍ର ଦୁର୍ଗାପୂଜା କଳସ ଯାତ୍ରା

ସାମିଲ ହେଲେ ବରଗଡ଼ ସାଂସଦ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୯ଟା ସମୟରେ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲେକ୍ଷ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ସକାଳ ୯ଟା ସମୟରେ ସହସ୍ରାଧିକ ମହିଳା ଓ ପୁରୁଷ ଦୁର୍ଗା ମାଁଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ
Read More...

ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ…

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ ଗିତିକାର ସ୍ୱର୍ଗତ ବିଧୁଭୂଷଣ ଗୁରୁଙ୍କ ୧୦୫ତମ ଜୟନ୍ତୀ ଆଭାସୀ ମାଧ୍ୟମରେ ବିଧୁଭୂଷଣ ସାହିତ୍ୟ ସଂସଦ
Read More...

ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଦୁଇ ତାରିଖକୁ ଦେଶ ବ୍ୟାପି ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ
Read More...

ଜାତୀୟ ବିନା‌ ଚିନି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୩ ହେଉଛି 'ଜାତୀୟ ବିନା ଚିନି ଦିବସ' ଯାହାକି ଜାତୀୟ ଦିବସ ଅଭିଲେଖାଗାର ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ । ଏହି ଜାତୀୟ ଦିବସ ଆମ ସ୍ୱାସ୍ଥ୍ୟ ଉପରେ ଚିନିର ନକାରାତ୍ମକ ପ୍ରଭାବ ଏବଂ ଚିନି ଜୀବନ ଶୈଳୀରେ ବଞ୍ଚିବାରେ ସ୍ୱସ୍ଥ୍ୟ ହାନି ବିଷୟରେ
Read More...

ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ…

ବିଶ୍ୱ ଉତ୍ତାପ କମାଇବା ଲାଗି ବିକଳ୍ପ ଇନ୍ଧନର ବ୍ୟବହାର ଓ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱରରେ ଆୟୋଜିତ ପୁନଶ୍ଚ
Read More...

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ସମଲେଇଶ୍ୱରୀ ଓ ଜଗତ ଜନନୀ ମାଁ ଦୁର୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଁ ଦୁର୍ଗାଙ୍କର ପ୍ରଥମ ସ୍ୱରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ମାଁଙ୍କ ଦିବ୍ୟ ସ୍ୱରୂପର ଧ୍ୟାନ କରିବା ଦ୍ୱାରା ମନ ପରିମାର୍ଜିତ ହେଇଥାଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଁଙ୍କ ଏହି
Read More...

‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍‌ରେ ସକ୍ରିୟ ଭାବେ…

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସାମଗ୍ରିକ ବିକାଶର ଲକ୍ଷ୍ୟ ହାସଲରେ ଏକତାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଞ୍ଚାୟତ ସଭ୍ୟ ଏବଂ ଲୋକମାନଙ୍କୁ ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ ରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତିପଞ୍ଚାୟତ ଉନ୍ନୟନ ଯୋଜନା (୨୦୨୫-୨୬)
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ଉଦ୍ୟେକ୍ତା ଭଗବତୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଫାଉଣ୍ଡେସନର
Read More...

ଗୁଡଭେଲା ବ୍ଲକସ୍ତରୀୟ ସୁରଭି – ୨୦୨୪ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ସୁରଭି - ୨୦୨୪ ସ୍ଥାନୀୟ ହାଇସ୍କୁଲ ଠାରେ ପୂର୍ବାହ୍ନ ୧୦ ଟା ସମୟରେ ପ୍ରଧାନ ଶିକ୍ଷକ ଜୁଗଳ କିଶୋର ସାହୁଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ଆର୍‌ଏସ୍‌ପିର ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ଦୁର୍ଗା ତନ୍ତୀ

ବିଧାନସଭା ସ୍ୱାଣ୍ଡିଙ୍ଗ କମିଟି ଫର ଷ୍ଟିଲ୍‌ ଏଣ୍ଡ ମାଇନ୍ସର ସଦସ୍ୟ ବିଧାୟକ ଦୁର୍ଗା ତନ୍ତୀ ନିଜ ରିପୋର୍ଟ କମିଟିର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସପ୍ତାହରେ ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏସ୍‌ଏମ୍‌ଏସ୍‌ -୧
Read More...