Yearly Archives

2024

ଝଲପ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝଲପ ଗ୍ରାମପଞ୍ଚାୟତ ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ସଭାପତିତ୍ୱରେ
Read More...

ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟର ପାରମ୍ପରିକ ନୃତ୍ୟ ଗରବା ଭବ୍ୟ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ନବରାତ୍ରୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟର ପାରମ୍ପରିକ ନୃତ୍ୟ ଗରବାର ଭବ୍ୟ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ
Read More...

ସଙ୍କୁଳସ୍ତରୀୟ ଯୋଗ, ସ୍ୱଦେଶୀ କାର୍ଯ୍ୟଶାଳା ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳସ୍ତରୀୟ ଯୋଗ ଓ ସ୍ୱଦେଶୀ କାର୍ଯ୍ୟଶାଳା ତଥା ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ ହୋଇଯାଇଛି । ସଙ୍କୁଳ ସଂଯୋଜକ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିମଳ
Read More...

ଆଗଲପୁର ବ୍ଲକର ୨ ଜଣଙ୍କୁ ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଚଳିତ ବର୍ଷ ୭୦ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରକୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର
Read More...

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧ କୋଟି

ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିବେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିଅପଡେଟ ଖବର ପାଇଁ ଅଫିସିଆଲ ସୁଭଦ୍ରା ୱେବସାଇଟ ଓ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ବା ଟୋଲ ଫ୍ରୀ ନମ୍ବର (୧୪୬୭୮)ରେ କଲ କରନ୍ତୁ । ଭୁବନେଶ୍ୱର : ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର
Read More...

ଖବର ପ୍ରକାଶନ ପରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ହସ୍ତକ୍ଷେପ ପରେ ହଟିଲା ଆମରଣ ଅନଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଭାଟିପଡ଼ାରୁ ଦରଲୋ ଯିବା ରାସ୍ତାରେ ଥିବା ମେଘା ଗ୍ୟାସ ପ୍ଲାଣ୍ଟରେ ଠିକା କାମ କରି ୯ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ହେଁ ପାଖାପାଖି ୬୬ ଲକ୍ଷ ଟଙ୍କା ବିଲ୍‌ ବାକି ରହିଥିବା ଯୋଗୁଁ ଠିକାଦାର ବୁଲ୍‌ବୁଲ୍‌ ମେହେର ମାଗି ମାଗି
Read More...

ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ମହାଆଡମ୍ବରରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ସିନାପାଲିରେ ଯୁବକଙ୍କୁ ଗୁଳିମାଡ଼

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକ ଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସିନାପାଲି ଗ୍ରାମର ନୀଳାମ୍ବର ମେହେର(୩୮) ବୋଲି ଜଣାପଡିଛି । ନୀଳାମ୍ବର କାପସି ଛକ ଠାରେ ଏକ ଫାଷ୍ଟଫୁଡ୍‌ ଦୋକାନ କରି ପରିବାର
Read More...

ରାଉରକେଲା କଲେଜରେ ମାସିକ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଯେ, ପବନ, ନଈ, ପକ୍ଷୀ ପରି
Read More...

କୃଷକ ଓ କୃଷକ ସଂଗଠନମାନଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

କୃଷକମାନଙ୍କ ସହ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଜଡ଼ିତ ପ୍ରସଙ୍ଗ ଉଠିଥିଲାଆମେ ଆନ୍ତରିକତା ଏବଂ ଗମ୍ଭୀରତାର ସହ ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବୁ : ଶ୍ରୀ ଚୌହାନକୃଷକମାନେ ଅନେକ ଅର୍ଥପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି, କୃଷି ମନ୍ତ୍ରୀ ଭାବେ ମୁଁ କୃଷକମାନଙ୍କୁ କିପରି ଆଗକୁ
Read More...