Yearly Archives

2024

ଗୁଡଭେଲା ବ୍ଲକସ୍ତରୀୟ ଆଥଲେଟିକ୍ ମିଟ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗୁଡଭେଲା ବ୍ଲକସ୍ତରୀୟ ଆଥଲେଟିକ୍ ମିଟ୍ ପ୍ରଧାନ ଶିକ୍ଷକ ଭାନୁମତି ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ସଭାରେ ଗୁଡ଼ଭେଲା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର
Read More...

ସୁପ୍ରିମଟାକ୍ସ ନର୍ସିଂ କଲେଜର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ସ୍ଥିତ ସୁପ୍ରିମଟାକ୍ସ ନସିଂ କଲେଜର ତୃତୀୟ ବାର୍ଷିକ ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି । ସୁପ୍ରିମଟାକ୍ସ କଲେଜର ଚେୟାରମେନ୍‌ ଅଜିତ ପାଲଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ୧୪
Read More...

‘ଗୁଡ୍ ସାମରିଟାନ’ ଭାବେ ଯୁବ ସମାଜସେବୀ ଅଶ୍ଵିନୀ ଦାସ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଶିକ୍ଷା ଓ ସମୃଦ୍ଧି ପାଇଁ ଅନେକ ସମୟରୁ ଏହି ଗାଁ ଖ୍ୟାତି ସମ୍ପନ୍ନ । ଏଠିକାର ଜଣେ ଯୁବକ ହେଉଛନ୍ତି ଅଶ୍ୱିନୀ ଦାଶ । ପେଶାରେ ଜଣେ ସାମ୍ବାଦିକ କିନ୍ତୁ ନିଶା ତାଙ୍କର ସମାଜସେବା ।
Read More...

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ : ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ୍‌ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ୍‌ କାରବାର ଖବର । ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ୍‌ ମାଫିଆ । ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି
Read More...

ପଦ୍ମପୁର ଶାରଦୀୟ ନବରାତ୍ରୀ ଦୂର୍ଗାପୂଜା

ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମାଁ ବନଦୂର୍ଗା ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗା ଆଜି ଷଷ୍ଠ ଦିନରେ କତ୍ୟାୟନୀ ବେଶରେ ମାଁ ଦର୍ଶନ ଦେଇଛନ୍ତି । ମାତା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି, ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳୀପୁତ୍ରୀ ପର୍ବତ ରାଜା ହିମାଳୟଙ୍କ
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିକୁ ମିଳିଲା ସତ୍ୱାଧିକାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ୧୦ ଗ୍ରାମକୁ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଇକମାଳ
Read More...

ଜୁନିଅର ରକ୍ଷକ ତାଲିମ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ସିସି ଓଡିଶା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଏବଂ ସମ୍ବଲପୁର ନିର୍ଦ୍ଦେଶାଳୟର ମାଗଦର୍ଶକ ଓ ନିୟନ୍ତ୍ରଣରେ ଏବଂ ନବମ ଓଡିଶା ବାଟାଲିୟନ୍‌ ତରଫରୁ ଏକ ଶ୍ରେଷ୍ଠ ଭାରତ ଶିବିରକୁ ଆୟୋଜନ କରାଯାଇଛି । ଏହି ଶିବିର ଅକ୍ଟୋବର ୨ ତାରିଖରୁ ଆରମ୍ବ ହୋଇ ୧୩
Read More...

ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ାରେ ମାଁ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସ ନବରାତ୍ରର ଷଷ୍ଠୀ ଦିନରେ ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ା ଠାରେ ଥିବା ମାଁ ଭୈରବୀଙ୍କ ମନ୍ଦିର ପ୍ର।ଙ୍ଗଣରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରର ସହିତ ଶହ ଶହ ଭକ୍ତଙ୍କ ଗହଣରେ ନିଆଁ
Read More...

ସୁବର୍ଣ୍ଣପୁରରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଏବଂ ବ୍ୟବସ୍ଥିତ ଭାବେ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ସମସ୍ତ ପୂଜା କମିଟି ପୂଜା ନିମନ୍ତେ ଆଜି ମଧ୍ୟରେ ଆବଶ୍ୟକ ପ୍ରଶାସନିକ ଅନୁମତି ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମସ୍ତ ପୂଜା କମିଟି ପାଇଁ ବାଧ୍ୟତାମୂଳକ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାକୁ
Read More...

ପଦୋନ୍ନତି ଦ୍ୱନ୍ଦ୍ୱ : ଆଶଙ୍କାରେ ସାଧାରଣ ବର୍ଗର କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଚାକିରିର ବିଭିନ୍ନ କ୍ୟାଡ଼ରରେ ପଦୋନ୍ନତି ଲାଗି ଉଦ୍ଦିଷ୍ଟ ଅଣସଂରକ୍ଷିତ ପଦରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ନେଇ ନିକଟରେ ସରକାରୀ ଭାବେ ଚିଠିକୁ ନେଇ ଆଶଙ୍କାରେ ଅଛନ୍ତି ସାଧାରଣ ବର୍ଗର କର୍ମଚାରୀ । ଏହି ବ୍ୟବସ୍ଥା ଲାଗୁ ହେଲେ ଭବିଷ୍ୟତରେ ସାଧାରଣ
Read More...