Yearly Archives

2024

ବନ୍ଧପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମି ଫାଇନାଲରେ କର୍ଲାପିଟା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ଖେଳ ପଡ଼ିଆରେ ସୋମବାର ଦିନରୁ ଆରମ୍ଭ ହୋଇଥିବା କ୍ରିକେଟ ପ୍ରତିଯୋଗିତାର ମଙ୍ଗଳବାର ୨ୟ ଦିବସର କ୍ୱାଟର ଫାଇନାଲରେ କର୍ଲାପିଟା ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ସରପଞ୍ଚ
Read More...

ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଂଚ ପ୍ରେସ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆମେଚର ବଡିବିଲ୍‌ଡର୍‌ ଆସୋସିଏସନ୍‌ ଏବଂ ବଲାଙ୍ଗିର ଜିଲ୍ଲା ଜିମନାଷ୍ଟିକ୍‌ ଆସୋସିଏସନ୍‌ର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ବେଂଚ ପ୍ରେସ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବଡି
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍ ଉଦ୍‌ଘାଟିତ

ନାଗପୁରକୁ ହରାଇ ସେମିରେ କଣ୍ଟାବାଞ୍ଜି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବ ଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ
Read More...

ପୁଝାରୀପାଲି ଗ୍ରାମରେ ପୋଲିସର ଜନସମ୍ପର୍କ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଲପୁର ଥାନା ଅନ୍ତର୍ଗତ ପୁଝାରୀପାଲି ଗ୍ରାମ ଠାରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଜନସମ୍ପର୍କ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
Read More...

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଣ୍ଣାଳୀର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଣ୍ଣାଳୀର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାସୁଦେବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଥିବା
Read More...

ସ୍ୱେଚ୍ଛାସେବୀ ସଂଗଠନ “ମୁକ୍ତି”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ସାମାଜିକ ସଂଗଠନ "ମୁକ୍ତି"ର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ବରିଷ୍ଠ ଆଇନଜୀବି ତଥା ବିଶିଷ୍ଟ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସର୍ବ ପ୍ରଥମେ ସମ୍ବିଧାନ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଲୋଇସିଂହା ଶାଖା ତରଫରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ସଂସଦୀୟ ବ୍ୟାପାର,
Read More...

ଲୋଇସିଂହା ଶାରଳା ଶକ୍ତିପୀଠରେ ନାଗପୂଜା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ଠାରେ ୨ଦିନ ଧରି ଅନୁଷ୍ଠିତ ହୋଇଥିବା ନାଗପୂଜା ଉଦ୍‌ଯାପିତ ହୋଇଯାଇଛି । ପୀଠର ମୁଖ୍ୟ ପୃଷ୍ଠ ପୋଷକ ତଥା ଅଧ୍ୟକ୍ଷ ଦେବୀପୁତ୍ର ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାଗ ବରଣ, ବେତ ବରଣ ତଥା ସନ୍ଧ୍ୟା
Read More...

ପ୍ରେମ୍‌ ସଭାପତିଙ୍କ ଜୟନ୍ତୀ ସମାବେଶରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

ସମାଜର ଦଳିତ, ପତିତ ଜନତାଙ୍କ ତ୍ରାଣକର୍ତ୍ତା ଡ଼. ଜାକୋବ୍‌ ଥୁଣ୍ଡିଲ ମାଣ୍ଡିଆପଲ୍ଲୀ/ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମର ପ୍ରତିଷ୍ଠାତା ସଭାପତି ଡ଼. ଜାକୋବ୍‌ ଥୁଣ୍ଡିଲ କେବଳ ଜଣେ ସମାଜସେବୀ ନୁହନ୍ତି ବରଂ ସମାଜର ଦଳିତ, ପତିତ ଜନତାଙ୍କ
Read More...

ୟଙ୍ଗ୍‌ ବ୍ଲଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ସୁପରିଚିତ ତଥା ପ୍ରଥମ ସି.ବି.ଏସ୍‌.ଇ ସ୍କୁଲରେ ୪୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ କେସିଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଉଦ୍‌ଘାଟନ କରିଥିଲା ବେଳେ ମୁଖ୍ୟ ଅତିଥିଭାବେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦାନ
Read More...