Yearly Archives

2024

ଦଶହରାରେ ଅଘଟଣ : କାର୍‌ ଧକ୍କାରେ ଚାଲିଗଲା ଜୀବନ

ଜାତୀୟ ରାଜପଥ ଅବରୋଧ, ଲିଖିତ ପ୍ରତିଶୃତି ପରେ ସ୍ୱାଭାବିକ ହେଲା ରାସ୍ତା ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଦଶହରାରେ ଖୋର୍ଦ୍ଧା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପିଟିଲା କାର୍‌ । ସ୍କୁଟି ଚାଳକ ମୃତ, କାର୍‌ ଚାଳକ ଆହତ । ଜାତୀୟ ରାଜପଥ ଅବରୋଧ । ଉଭୟ ପାର୍ଶ୍ଵରେ
Read More...

ଖଡ୍ଗ ଶୋଭାଯାତ୍ରା ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ୧୨ ହାତ ଖଡ୍ଗ ଶୋଭାଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରୟାସ ପକ୍ଷରୁ ନାରୀ ସର୍ବଦା ବନ୍ଦନୀୟ କାର୍ଯ୍ୟକ୍ରମ

ଝିଅ ଜନ୍ମ ହେଲେ ଦୁଇ କୁଳକୁ ହିତା ଭାବି ଝିଅ ଜନ୍ମହେଲେ ମନରେ ଦୁଃଖ ନକରି ଖୁସି ମନାସିବା ଉଚିତ୍‌ : ଡ. ତ୍ରିପାଠୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ 'ପ୍ରୟାସ' ପଦ୍ମପୁରର ନିର୍ଦ୍ଧାରିତ ପ୍ରସ୍ତାବ କ୍ରମେ ଶକ୍ତିସ୍ୱରୂପା, ନାରୀ ଯେ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପୂର୍ବଛାତ୍ର ସମ୍ମିଳନୀ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପୂର୍ବଛାତ୍ର ସମ୍ମିଳନୀ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବେଣୁଧର ମନହୀରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଆଚାର୍ଯ୍ୟ ଜବରସିଂ ବନଛୋର ମୁଖ୍ୟ ଅତିଥି ଭାବେ
Read More...

କେନାଲରେ ବୁଡ଼ି ୩ ବର୍ଷର ଶିଶୁ ମୃତ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବସ୍ତିରେ ଅଘଟଣ । କେନାଲରେ ବୁଡ଼ି ୩ ବର୍ଷର ଶିଶୁ ମୃତ । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗୋପ ବସ୍ତି ସାପୁଆ ମହଲରେ କେନାଲରେ ବୁଡ଼ି ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆୟନ ଖାନ(୩) ଖେଳୁଥିବା ବେଳେ କେନାଲକୁ ଖସିଯାଇଥିଲେ । ଶିଶୁଟି
Read More...

ପଦ୍ମପୁର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ

ଏହି ଉତ୍ସବକୁ ଘରେ ଘରେ ପାଳନ କରିବାକୁ ଆହ୍ୱାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହିନ୍ଦୁ ଜାଗରଣ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ସଂଯୋଜକ ଆଶିଷ ସର୍ମାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଶକ୍ତି ପୂଜନ ସମୟରେ ସାମୁହିକ ଶ୍ରୀ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦେବୀ
Read More...

ଗାଧୋଇବା ବେଳେ ଇବ୍ ନଦୀ କନାକୁଣ୍ଡୁରେ ଭାସି ଯୁବକ ନିଖୋଜ

ସୁନ୍ଦରଗଡ଼ : ନଦୀରେ ଭାସି ଯୁବକ ନିଖୋଜ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବାଲିଶଙ୍କରା ଘୋଘର ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ । ଦର୍ଲିପାଲ୍ଲିରୁ ଭୋଜି କରିବାକୁ ଯାଇଥିଲେ । କନାକୁଣ୍ଡୁ ସାତବଖରାରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ
Read More...

ପାଇକମାଲ ଥାନାରେ ବିଜୟା ଦଶମୀ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ବିଜୟା ଦଶମୀ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବ ଉପଲେକ୍ଷ ଜଗତ ଜନନୀ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ପଣ୍ଡିତଙ୍କ ମନ୍ତ୍ର ପାଠ ବିଧିମତେ କରାଯାଇଥିଲା । ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ଉତ୍ସବରେ
Read More...

ଯୁବ କ୍ଷତ୍ରୀୟ ପାଇକ ସଂଗଠନ ତରଫରୁ ବିଜୟା ଦଶମୀ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ଶିବ ମନ୍ଦିରରୁ ଏକ ବିଶାଳ ଶୋଭଯାତ୍ରା ବାହାରି କନକଦୁର୍ଗା ମନ୍ଦିର, ରାଜବାଟି, ମାଁ ଅନ୍ନପୂର୍ଣ୍ଣା ମନ୍ଦିର, ମାଁ କାଳୀ ମନ୍ଦିର, ମାଁ ଡୋକରି ମନ୍ଦିର, ନିତେଇଗୌର ମନ୍ଦିର ଦେଇ ପାରମ୍ପରିକ ବାଜା ସହିତ ସୁନ୍ଦର ଭାବରେ ସମାପନ ହୋଇଛି ।
Read More...

ବଲାଙ୍ଗିର ରେଞ୍ଜ ଭିତରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ଭିତରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଛି । ଗତ ୫ ଦିନ ତଳେ ବଲାଙ୍ଗିର ସଦର ରେଞ୍ଜ ଅନ୍ତର୍ଗତ ଅସୁର ଡୁଙ୍ଗୁରୀ ଜଙ୍ଗଲ ଭିତରେ ଏକ ଦନ୍ତା ହାତୀକୁ ମାରି ଦାନ୍ତ ନିଆଯାଇଥିବା ବେଳେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହେଇଛି
Read More...