Yearly Archives

2024

ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍ : ୫ ଆହତ

ବାଲେଶ୍ଵର : ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଲେ ୨ ପରିବାର । ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ ଏଭଳି ଦୁର୍ଘଟଣା ଘଟିଛ । ଫଳରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ୨ ପରିବାର ପୂଜା ଛୁଟିରେ ଅଯୋଧ୍ୟା
Read More...

ନୂଆପଡାରେ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଯାଦବଙ୍କୁ ସବୁ କ୍ଷେତ୍ରରେ ଅଧିକାର ପାଇଁ ଆହ୍ୱାନ କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ନୂଆପଡା ଗାଁରେ ଝରଣୀ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

୨ ବାଇକ୍‌ ମୁହାଁମୁହିିଁ ଧକ୍କା : ୨ ମୃତ

ସୁବର୍ଣ୍ଣପୁର : କଟାପାଲି ଗାଁ ମୁଣ୍ଡରେ ବାଇକ୍‌କୁ ଧକ୍କା ଦେଲା ବାଇକ୍‌ । ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ମୃତ । ମୃତ ବ୍ୟକ୍ତି ଦ୍ୱୟ ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ ଓ ସଚିତା ପଧାନ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ଡରେ ଏଭଳି
Read More...

ଡିଭାଇଡରରେ ପିଟିହୋଇ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି : ୪ ଗୁରୁତର ଆହତ

କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ମ୍ୟୁଜିକାଲ ବ୍ୟାଣ୍ଡପାର୍ଟି ଗାଡି । ଏହି ଦୁର୍ଘଟଣାରେ ୩ ଜଣ ଆହାତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁରର ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିବାବେଳେ, ଏନ୍‌ଏଚ୍‌ ୫୩ ବଡ଼
Read More...

ସାଲେଭଟାରେ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଚଣ୍ଡୀ ମନ୍ଦିର ପଡିଆ ଠାରେ ସପ୍ତମ ବର୍ଷ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ସର୍ବପ୍ରଥମେ ପୂର୍ଣ୍ଣମାସୀ ମନ୍ଦିର ଠାରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରଥ ବାହାରି ନଗର ପରିକ୍ରମା କରିଥିବା ବେଳେ ମହାଦେବ
Read More...

ବାଇକ୍‌କୁ ଧକ୍କାକୁ ଦେଇ ଜଳିଗଲା ବସ୍ : ଜଣେ ମୃତ, ୨ ଗୁରୁତର

ଚଣ୍ଡିଖୋଲ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍ । ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଚକାଡୋଳା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଅଭିମୁଖେ
Read More...

କେନାଲରେ ବୁଡି ବୃଦ୍ଧ ମୃତ

ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ । ମୃତକ ପଶ୍ଚିମକଛ ଢିଅସାହିର ଗୋପିନାଥ ସାହୁ ବୋଲି ଜଣାପଡିଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଗୋପିନାଥ ସାହୁ କେନ୍ଦ୍ରାପଡ଼ା କେନାଲର ବାର ବୋଡିଆ ନିକଟ କେନାଲ ପାକ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ
Read More...

ଷୋହଳ ହଜାର ପଦ୍ମରେ ସଜେଇ ହେଲେ ମାଁ ସୁରେଶ୍ୱରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପବିତ୍ର ବିଜୟା ଦଶମୀ ତିଥିରେ ମାଁ ସୁରେଶ୍ୱରୀ ଏକ ଅନନ୍ୟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ୧୬ ହଜାର ୮ ପଦ୍ମଫୁଲରେ ସଜେଇ ହୋଇଛନ୍ତି ମାଁ । ସୁବର୍ଣ୍ଣପୁର ରାମ ମନ୍ଦିରରୁ ହଜାର ହଜାର ଭକ୍ତ ଏକ ବିରାଟ ଶୋଭାଯାତ୍ରାରେ ପଦ୍ମଫୁଲ ନେଇ ମା'ଙ୍କ ପାଖରେ
Read More...

ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ରବିବାର ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଦୁଲଦୁଲି ବାଜା ସହ ନିକଟସ୍ଥ ଖଜୁରୀ ବନ୍ଧରୁ ଭବ୍ୟ କଳସ ଶୋଭାଯାତ୍ରା ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାପରେ
Read More...

ଶାରଦୀୟ କବିତା ଆସର ଓ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଓ ପୁରାତନ ସାହିତ୍ୟ ସଂସଦ ବୈଶାଖୀ ସାହିତ୍ୟ ସଂସଦର ଶାରଦୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତାଭାବେ ପଣ୍ଡିତ ହରିହର ବେହେରା ଯୋଗଦାନ କରି ଓଡିଶାରେ ଦେବୀ ପୂଜାର ପରମ୍ପରା ଉପରେ ଏକ
Read More...