Yearly Archives

2024

ବିଶ୍ଵବ୍ୟାପୀ ହାତ ଧୋଇବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅକ୍ଟୋବର ୧୫ରେ ସାବୁନ ଏବଂ ପାଣି ସହିତ ହାତ ଧୋଇବାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ଗ୍ଲୋବାଲ ହ୍ୟାଣ୍ଡୱାସିଂ ଡେ' ବା 'ବିଶ୍ଵ ବ୍ୟାପୀ ହାତ ଧୋଇବା ଦିବସ' ପାଳନ କରାଯାଏ । ସାବୁନ ଏବଂ ପାଣି ସହିତ ହାତ ଧୋଇବା ହେଉଛି
Read More...

ଜର୍ଜଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ : ନିଆରା ଢଙ୍ଗରେ କୁମାରୀ କନ୍ୟା ରତ୍ନ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ଜର୍ଜଗଡ଼ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ ହୋଇଯାଇଛି । ଛୋଟିଆ ଗାଁ ଟିଏ ଜର୍ଜଗଡ଼, ତଥାପି ଗାଁର ସମସ୍ତେ ମିଳିମିଶି ପାଳନ କରିଛନ୍ତି ୨୬ତମ ଦୁର୍ଗାପୂଜା । ସବୁଠାରୁ ସୁନ୍ଦର ଭାବରେ ନିଆରା ଢଙ୍ଗରେ ପାଳନ ହୋଇଛି କୁମାରୀ
Read More...

ରାମପଲ୍ଲୀ ଗ୍ରାମର ମା’ ବୁଢ଼ୀ ଠାକୁରାଣୀଙ୍କ ୫୦ତମ ବାର୍ଷିକ ଯାତ୍ରା ଉତ୍ସବ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ରାମପଲ୍ଲୀ ଗ୍ରାମରେ ମା' ବୁଢ଼ୀ ଠାକୁରାଣୀଙ୍କ ୫୦ତମ ପୂର୍ତ୍ତି ଅବସରରେ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବାର୍ଷିକ ଯାତ୍ରା ଉତ୍ସବକୁ
Read More...

ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ୧୦ ଦିନଧରି ଚଳଚଞ୍ଚଳ ହୋଇଉଠିଥିବା ଛତ୍ରପୁର ସହରର କଳ୍ପବାସିନୀ ଦେବୀ ପୀଠରେ ପାଳିତ ହୋଇ ଆସୁଥିବା ନବରାତ୍ର ପୂଜା ଉଦ୍‌ଯାପିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଟୁଆରର
Read More...

ଭାରତୀୟ ଶକ୍ତି କ୍ଷେତ୍ରର ପରିଦୃଶ୍ୟ ୨୦୪୭ ଉପରେ ବିଚାର ବିମର୍ଶ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ମନୋହର ଲାଲ

୨୦୪୭ ସୁଦ୍ଧା ୨,୧୦୦ ଗିଗାୱାଟ୍ ହାସଲ ପାଇଁ ସମସ୍ତ ଶକ୍ତି କ୍ଷେତ୍ରର ଅଂଶୀଦାରମାନେ ସହଯୋଗ କରିବେ : ମନୋହର ଲାଲ୍ଅଧିକ ବିବିଧ ଏବଂ ସ୍ୱଚ୍ଛ ଶକ୍ତି ମିଶ୍ରଣ ଆଡକୁ ଶୀଘ୍ର ଅଗ୍ରସର ହେବାର ଆବଶ୍ୟକତା ରହିଛି : ଶ୍ରୀପଦ ୟେସୋ ନାୟକଜାତୀୟ ବିଦ୍ୟୁତ୍‌ ଯୋଜନା (ଟ୍ରାନ୍ସମିସନ୍)ର ଶୁଭାରମ୍ଭ : ୨୦୩୦
Read More...

ଅକ୍ଟୋବର ୧୫ରେ ନୂଆଦିଲ୍ଲୀରେ ଆଇଟିୟୁ ବିଶ୍ୱ ଦୂରସଂଚାର ମାନକୀକରଣ ସଭା ୨୦୨୪କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦ୍‌ଘାଟନ କରିବେପ୍ରଥମ ଥର ପାଇଁ ଆଇଟିୟୁ-ଡବ୍ଲୁଟିଏସ୍‌ଏ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆୟୋଜନ କରାଯିବଆଇଟିୟୁ-ଡବ୍ଲୁଟିଏସ୍‌ଏରେ ୧୯୦ରୁ ଅଧିକ ଦେଶର ୩,୦୦୦ ଶିଳ୍ପ ନେତା, ନୀତି ନିର୍ମାତା ଏବଂ ବୈଷୟିକ
Read More...

ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି । ନୂଆଦିଲ୍ଲୀ, (ପିଆଇବି) : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ
Read More...

ଭଡା କୋଠରୀରୁ ଯୁବକଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ସ୍ଥିତ ଶୁଭମ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ ଭଡା କୋଠରୀରୁ ବିହାର ରାଜ୍ୟରୁ ଆସିଥିବା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏକ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଲା ପରେ
Read More...

ଫଟାମୁଣ୍ଡାରେ ବିଧବା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ସୁମିତ୍ରା ମାହାକୁର(୬୫)ନାମକ ଜଣେ ବିଧବା ବୃଦ୍ଧା ମହିଳା ଓ ତାଙ୍କ ପୁଅଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ
Read More...

ଅଚାନକ ଜୁଆ ଆଡ୍ଡା ଉପରେ ରମ୍ଭା ପୋଲିସର ଚଢ଼ାଉ : ୨ ବାଇକ ସହ ୯ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦୀର୍ଘ ମାସ ହେବ ଜୁଆ ଖେଳ ଚାଲିଥିବାକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଚାନକ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିଲା ଏବଂ
Read More...