Yearly Archives

2024

ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...

ଫ୍ରାଙ୍କଫର୍ଟ ଅର୍ନ୍ତଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ

ନୂଆଦିଳ୍ଳୀ, (କେପିଏନ୍‌ଏସ୍‌) : ଭାରତର ପ୍ରମୁଖ ସାହିତ୍ୟ ପ୍ରତିଷ୍ଠାନ ସାହିତ୍ୟ ଏକାଡେମୀ ୧୬ ରୁ ୨୦ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଜର୍ମାନୀର ଫ୍ରାଙ୍କଫର୍ଟରେ ଆୟୋଜିତ ହେବାକୁ ଥିବା ସମ୍ମାନ ଜନକ ଫ୍ରାଙ୍କଫର୍ଟ୍ ଅର୍ନ୍ତଜାତୀୟ ପୁସ୍ତକ ମେଳାର ୭୫ ତମ ସଂସ୍କରଣରେ ଅଂଶଗ୍ରହଣ କରୁଛି । ପୁସ୍ତକ
Read More...

ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି ବିଜ୍ଞାନ ଶିକ୍ଷୟତ୍ରୀ ନିବେଦିତା ମେହେର

ନୂଆପଡ଼ା, (ଅଜିତ ବେହେରା) : ପ୍ରକାଶ ପାଇଲା NTA ଦ୍ଵାରା ସଂଗଠିତ CSIR - UGC NET - ୨୦୨୪ ପରୀକ୍ଷା ଫଳ । ଉକ୍ତ ପରୀକ୍ଷାଟି ଗତ ଜୁଲାଇ ମାସ ତା - ୨୫, ୨୬ ଓ ୨୭ ରିଖ ୨୦୨୪ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡ଼ା ଜିଲ୍ଲା ସରକାରୀ ଉଚ୍ଛ ବିଦ୍ୟାଳୟ ଡ଼ୁମେରପାଣିର ବିଜ୍ଞାନ
Read More...

ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ମଙ୍ଗଳବାର ରାତିରେ ପୀଠରେ ଧୁମଧାମର ସହ
Read More...

ଘଣ୍ଟବାହାଲ ଗ୍ରାମର(ଗଣ୍ଡାପଡ଼ା) ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମ ଗଣ୍ଡାପଡ଼ା ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୋଖରୀରୁ ମହିଳାଙ୍କ
Read More...

କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା ବସ୍ : ଅଳ୍ପକେ ବଞ୍ଚିଲେ ସମସ୍ତ ବସ୍…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଏକ ଘରୋଇ ବସ୍ କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା । ସୂଜନା ଅନୁସାରେ ଘରୋଇ ବସ୍ ସାଇ ରାମ ବୋଲି କୁହାଯାଏ । ବସ୍‌ର
Read More...

କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା ସୃଜନୀ ଓ ସେକ୍ଟର ୭ କମ୍ୟୁନିଟି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଗତ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା କଳା ସୃଜନୀ ଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ୧୩ ତାରିଖ ଦିନ କମ୍ୟୁନିଟି ସେଣ୍ଟରର ସମ୍ପାଦକ ସମୀର ଦାସ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ଦିଗପହଣ୍ଡି ଠାରେ ଆୟୋଜିତ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଠାରେ ଗ୍ରାମବାସୀ ଓ ଯୁବକମାନଙ୍କ ଦ୍ଵାରା ଆୟୋଜିତ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା ଯୋଗଦେଇ ବୁଦ୍ଧିଜୀବୀଙ୍କୁ
Read More...

କୁଡ଼ାସିଂହା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ପୁରୁଣା ବସ୍‌ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୮ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ପାଇଁ ମୁଖ୍ୟ କର୍ତ୍ତା ଧନୁ ପଟେଲ ଏବଂ ଘର ପଟେଲ, ପୂଜକ
Read More...