Yearly Archives

2024

ଫୁଲଟା ଅଞ୍ଚଳ ଅଶାନ୍ତ : ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଯାହାକି, ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ଼ ୧୧ଟାରେ କିଛି ଦୁର୍ବୃତ୍ତତ୍ତ ବୋମା ମାଡ କରି ଫେରାର
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ସହାୟତାରେ ଅତିରିକ୍ତ ତିନି ପ୍ରତିଶତ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି ।
Read More...

ସଟର ତାଡି ଚୋରି

ରାୟଗଡା, (କେପିଏନ୍‌ଏସ୍‌) : ସଟର ତାଡି ଚୋରି । ଏଭଳି ଘଟଣା ଘଟିଛି ରାୟଗଡା ସହର ଅଶୋକ ଟକିଜ୍ କମ୍ପ୍ଲେକ୍ସ ଶିରିଡି ସାଇ ହାର୍ଡୱେର ଦୋକାନରେ । ମାଲିକଙ୍କ କହିବା ଅନୁଯାୟୀ ଦଶହରା ପାଇଁ ଦୋକାନ ତିନି ଦିନ ହେବ ବନ୍ଦ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛ ପାଖ ସଟର ତାଡି ଦୋକାନ
Read More...

ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ କେଉଟ ସାହି ପାର୍ଶ୍ଵବର୍ତ୍ତୀ ଛକ ଜେମା ଦେବୀ ପେଣ୍ଠ ସାହିରେ ଜଣେ ଲୁହାବେପାରୀକୁ ଦୁର୍ବୃତ୍ତ ମାନେ
Read More...

ଦାନ ମାଝୀ ଫିଲ୍ମର ଲୋଗୋ ଉନ୍ମୋଚନ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ସ୍ଥିତ ମୁଭି ଜୋନ୍‌ ମିନି ସିନେମା ଟକିଜରେ ପ୍ରେମ ପୁଟା ପ୍ରଡ଼କ୍ସନରେ ଦାନ ମାଝୀଙ୍କ ଦୁଃଖଭରା କାହାଣୀକୁ ନେଇ ଦାନ ମାଝୀ ଫିଲ୍ମ ପ୍ରସ୍ତୁତ କରାଯାଇଥିବା ବେଳେ ତାର ଲୋଗୋ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଦାନ
Read More...

ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈପାରୀଗୁଡା : ବୃଦ୍ଧଙ୍କ ମର ଶରୀର ଗାଁ ପୋଖରୀରୁ ଉଦ୍ଧାର । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ଏଭଳି ଘଟଣା ଘଟିଛି । ମୃତକ ବାଲିଗାଁର ଧାନ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଧନ ନାୟକ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ । ଗାଧୋଇବାକୁ ଯାଇ
Read More...

ବେଆଇନ ଦାଦନ ଚାଲାଣ : ସର୍ଦ୍ଦାର ଅଟକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଦାଦନ ଚାଲାଣର ହବ ପାଲଟିଛି । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲ ମାନେ ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମଧନ୍ଦା ନପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ ।
Read More...

କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ମଣିପୁର ବିଧାନସଭାର ନିର୍ବାଚିତ ସଦସ୍ୟମାନେ…

ନୂଆଦିଲ୍ଲୀ, (ପିଆଇବି) : ମଣିପୁର ବିଧାନସଭାର ନିର୍ବାଚିତ କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ସଦସ୍ୟ ମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ସର୍ବସମ୍ମତିକ୍ରମେ ପାରିତ ନିଷ୍ପତ୍ତିରେ ରାଜ୍ୟର ସମସ୍ତ
Read More...

ନୂଆଦିଲ୍ଲୀରେ ଭାରତୀୟ ପୋଲିସ ସେବା (ଆଇପିଏସୟ)ର ୨୦୨୩ ବ୍ୟାଚ୍ (୭୬ ଆରଆର)ର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି…

୨୦୪୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଆତଙ୍କବାଦ ମୁକ୍ତ, ନିଶାମୁକ୍ତ, ଆଭ୍ୟନ୍ତରୀଣ ସୁରକ୍ଷାରେ ପରିପୂର୍ଣ୍ଣ, ମାନବିକ ଅଧିକାର ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବତିନୋଟି ହଟସ୍ପଟ : ଜାମ୍ମୁ-କାଶ୍ମୀର, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ
Read More...

ବିଶ୍ୱ ଖାଦ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ଅକ୍ଟୋବରରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । କ୍ଷୁଧା ଏବଂ ପୁଷ୍ଟିହୀନତା ବିନା ଏକ ଦୁନିଆ ହାସଲ କରିବା ପାଇଁ ଆମ ସମସ୍ତଙ୍କର ଭୂମିକା ରହିଛି । ଆମେ ସୁସ୍ଥ ଖାଦ୍ୟ ପସନ୍ଦ କରିବା ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ।
Read More...