Yearly Archives

2024

ଯୋଗମାୟା ପୀଠରେ ଉନ୍ମୋଚିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରାର ଲୋଗୋ

କେସିଙ୍ଗା, (ପ୍ରୀତେଶ ପଟେଲ) : ୨୭ତମ କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଙ୍ଗଳବାର କେସିଙ୍ଗା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା' ଯୋଗମାୟା ପୀଠରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ଉଦ୍‌ଘାଟନୀ ଉତ୍ସବ ଓ ଉତ୍ସବର ପ୍ରତୀକ (ଲୋଗୋ) ଉନ୍ମୋଚନ ହୋଇଯାଇଛି
Read More...

ଉଦ୍‌ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ୯ତମ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଗାଡ ଫୁଟ୍‌ବଲ ଖେଳ ପଡ଼ିଆରେ ଉଦ୍‌ଘାଟିତ ଏହି ପ୍ରତିଯୋଗିତା ସର୍ବମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଯୋଗିତାର ଫାଇନାଲ ଖେଳ ୩୧
Read More...

ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ‘ସଂକଳ୍ପ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପୁଇଁତଳା, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ହାଇସ୍କୁଲ ଠାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ସଂକଳ୍ପ' ଉଦ୍‌ଯାପିତ ହୋଇଯାଇଛି । ଭାଲେର
Read More...

ଏନ୍‌ସିଆର୍‌ବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…

ସିସିଟିଏନ୍‌ଏସ୍‌ ୨.୦, ଏନ୍‌ଏଏପଆଇଏସ୍‌, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସର ଆଇସିଜେଏସ ସହ ମିଶ୍ରଣର ସମୀକ୍ଷା ବୈଠକଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ୱାରୋପତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ
Read More...

ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ଗତ ତା ୨୧/୧୨/୨୦୨୪ରିଖ ଶନିବାର ଦିନ ସକାଳ ୮ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ
Read More...

ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ

• ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଆ ସାହିତ୍ୟକୁ ଉଜ୍ଜ୍ୱଳ କରିବାରେ ବାଗ୍ମୀ ବିଶ୍ୱନାଥ କର ଆପ୍ରାଣ ଉଦ୍ୟମ କରିଥିଲେ• ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ
Read More...

ଲୋଇସିଂହା ବ୍ଲକରେ ଶିଶୁ ସୁରକ୍ଷା ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ଆଇ.ସି.ଡି.ଏସ୍‌ ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବାରିକଙ୍କ ଅଧ୍ୟକ୍ଷତାରେ ସଚେତନତା
Read More...

କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

• ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ- ଧର୍ମେନ୍ଦ୍ର ପ୍ରଧାନ• ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରିଛି, ଯାହା ଏକ ବଡ ଉପଲବ୍ଧି• ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବା ପାଇଁ ପ୍ରତିଷ୍ଠାନର
Read More...

ଡିଜେଲ ଚୋରୀ ଅଭିଯୋଗରେ ୨ ଡ୍ରାଇଭର ଗିରଫ

ଆଗଲପୁର, (ବିମଳେନ୍ଦୁ ସାହୁ ) : ଆଗଲପୁର ବ୍ଲକରେ କେନାଲ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରୀ ବାଲାଜୀ ଇଞ୍ଜିକମ୍ ଲିମିଟେଡର ୨ଜଣ ଟ୍ୟାଙ୍କର ଡ୍ରାଇଭରଙ୍କୁ ଡିଜେଲ ଚୋରୀ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା
Read More...

ବିଦେଶୀ ଲୋକ ସଂସ୍କୃତି ଗବେଷକଙ୍କ ଡାଲଖାଇ ଡଙ୍ଗର ପରିଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ସ୍ଥିତ ଡାଲଖାଇ ଡଙ୍ଗରକୁ ବିଦେଶୀ ଲୋକ ସଂସ୍କୃତି ଗବେଷକ ପରିଦର୍ଶନ କରିଛନ୍ତି । ସୂଚନା ମୁତାବକ, ଲୋଇସିଂହା ଅଞ୍ଚଳର ବିଶିଷ୍ଟ ସଂସ୍କୃତି ନିର୍ଦ୍ଦେଶକ ସାଲେଗ୍ରାମ ହୋତା ଏହି ଡଙ୍ଗରକୁ ଆସି ଡାଲଖାଇ ଡଙ୍ଗର ଉପରେ
Read More...