Yearly Archives

2024

ତହଁକ କୁଟୁମର କୋସଲି ଖାନା କୋସଲି ଗାନା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଟାଉନ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ତହଁକ କୁଟୁମ ତରଫରୁ କୋସଲି ଖାନା କୋସଲି ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ଯୋଗଦେଇ ଗୋଟିଏ ଅଂଚଳର ସଂସ୍କୃତି, ପରମ୍ପରା ସେ ଅଂଚଳକୁ
Read More...

ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଆକଳନ ପରୀକ୍ଷା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମ (ଏନ୍.ଆଇ.ଏଲ୍.ପି)ର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ

ଜୟପାଟଣା, (କେପିଏନ୍‌ଏସ୍‌) : ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୨୨ ଗୋଟି ପଂଚାୟତରେ ଥିବା ୧୨ ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା
Read More...

ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ୨୬ ନଭେମ୍ବର ସମ୍ବିଧାନ ଦିବସକୁ ଡିସେମ୍ବର ୧ ତାରିଖ ଦିନ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଯେ, ଆଗାମୀ ୨୬ ନଭେମ୍ବର ୨୦୨୪ରେ ଭାରତର ସମ୍ବିଧାନ ଲାଗୁ ହେବାରେ ୭୫
Read More...

ସ୍ମୃତିରେଖା ସାହୁ ୩୩୪ନଂ ରେଙ୍କ୍ ରଖି ଓପିଏସସି ପରୀକ୍ଷାରେ ସଫଳତା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମର ସ୍ମୃତିରେଖା ସାହୁ ୩୩୪ ନଂ ରେଙ୍କ ରଖି ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତିରେଖା ସାହୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଏବିଇଓ ଭାବେ କାର୍ଯ୍ୟରତ ରଜନୀକାନ୍ତ ସାହୁ ଓ ଶ୍ରୀମତୀ
Read More...

ଝାଙ୍କରପାଲିରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମ‌ ଠାରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ହୋଇଛି । ଚଳିତବର୍ଷ ୧୦୮ଟି କଳସ ସ୍ଥାପନ କରାଯାଇଥିଲା ଯାହା ୧୬ ତାରିଖ ମଣ୍ଡପ କଳସ ସ୍ଥାପନ କରି ୨୦ ତାରିଖରେ ବିସର୍ଜନ କରାଯାଇଛି । ପ୍ରତିଦିନ ଦିନବେଳା
Read More...

ଘନିପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କୁ ୧୦ୱାର୍ଡ ସଭ୍ୟଙ୍କ ଦାବିପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ସରପଞ୍ଚଙ୍କ ବିରୋଧରେ ୧୦ ୱାର୍ଡ ସଭ୍ୟ /ସଭ୍ୟା ଆନସ୍ଥା ପ୍ରସ୍ତାବ ଆଣିବା ପାଇଁ ଉପଜିଲ୍ଲାପାଳ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଘନିପୁର ପଞ୍ଚାୟତର ମୋଟ୍‌ ୱାର୍ଡ ସଂଖ୍ୟା ୧୩, ସେଥିରୁ
Read More...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଖୁଟୁଲୁମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳାଭଟା ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଭଙ୍ଗା ଦୁର୍ବଳ ମାଟି କାନ୍ଥ ଘରେ ଜୀବନ ବିତାଉଛନ୍ତି ମାଁ ଝିଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାମାଜିକ ସୁରକ୍ଷା ନିମନ୍ତେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ପ୍ରତ୍ୟେକ ମାଟି ଘରକୁ ପକ୍କା ଘର କରିବା ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀ
Read More...

ପାଇକମାଲର ବହୁ ଡଲି ମେହେର ଓପିଏସ୍‌ସି ପାଇବା ପରେ ପାଇକମାଲ ଅଞ୍ଚଳରେ ଖୁସିର ମାହୋଲ୍ : ସାମ୍ବାଦିକ ସଂଘ ତରଫରୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ବହୁ ତଥା ନୟନ ମେହେରଙ୍କ ଧର୍ମପତ୍ନୀ ଡଲି ମେହେର ଗତକାଲି ପ୍ରକାଶ ପାଇଥିବା ଓପିଏସ୍‌ସି ଫଳାଫଳରେ କୃତିତ୍ୱ ଅର୍ଜନ ପରେ ପାଇକମାଲ ଅଞ୍ଚଳରେ ଖୁସିର ମାହୋଲ ଦେଖା ଯାଇଥିଲା । ରବିବାର ପାଇକମାଲର ସାମ୍ବାଦିକ ମାନେ ତାଙ୍କ ପାଇକମାଲ
Read More...