Yearly Archives

2024

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପଞ୍ଜାବର ରାଚେଲ ଗୁପ୍ତା

ନୂଆଦିଲ୍ଲୀ : ଭାରତ ପାଇଁ ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ରାଚେଲ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର
Read More...

ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡ଼ିବସିଲା ପୋଲିସ : ୧୮ ଗିରଫ

ଟାଙ୍ଗୀ : ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ବେଶ ବଦଳାଇ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଙ୍ଗୀ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଚାନ୍ଦପୁର ପୋଲିସ ଜଣେ ମହିଳାଙ୍କ ସହିତ ୭ ଜଣ ଜୁଆଡିଙ୍କୁ ଗିରଫ
Read More...

ବିଜେପି ଦଳ ପକ୍ଷରୁ ବୋଦାପୁଟ ଠାରେ ମିଶ୍ରଣ ପର୍ବ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଓ କୋଟପାଡ ନିର୍ବାଚନ ମଣ୍ଡଳ ଅଧିନରେ ଥିବା ବୈପାରିଗୁଡା ବ୍ଲକ କଂଗ୍ରେସ ଗଡ ଭାବେ ବେଶ ପରିଚିତ ଥିବା ବେଳେ ଗତ ୧୦ ବର୍ଷ ହେବ ଏହି ଅଂଚଳକୁ ଏବେ ବିଜେଡି ନିଜ ଅଧିନରେ ରଖିଛି । ଚଳିତ ନିର୍ବାଚନରେ ଉକ୍ତ ୨ ନିର୍ବାଚନ ମଣ୍ଡଳୀରେ
Read More...

ଗ୍ରାମୀଣ ଭାରତର ୯୫% ଜମିଜମା ରେକର୍ଡ ଡିଜିଟାଇଜ୍ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଏହି ପଦକ୍ଷେପ ଭୂମି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିଛି ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ପରିବାରକୁ
Read More...

ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ରାଜ୍ୟର ସମସ୍ତ ଅଂଶୀଦାର ଏବଂ କୃଷକଙ୍କ ସହଯୋଗ ଯୋଗୁଁ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା ମାମଲାରେ ଯଥେଷ୍ଟ ହ୍ରାସ ଘଟିଛିକୃଷି ଓ କୃଷକ କଲ୍ୟାଣ ବିଭାଗର ଶସ୍ୟ ଅବଶିଷ୍ଟାଂଶ ପରିଚାଳନା ଯୋଜନା ଅଧୀନରେ ପୂର୍ବରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ୩ ଲକ୍ଷରୁ
Read More...

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

● ଠିକ୍ ସମୟରେ ମିଥ୍ୟା ଧମକକୁ ଅପସାରଣ କରିବା, ଧମକ ସମ୍ପର୍କରେ ରିପୋର୍ଟ କରିବା ଏବଂ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଦିଆଗଲା ନିର୍ଦ୍ଦେଶ● ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ମଧ୍ୟସ୍ଥମାନଙ୍କ ଦ୍ୱାରା ଉପଯୁକ୍ତ ତଦାରଖକୁ କଡ଼ାକଡ଼ି ଭାବେ ପାଳନ
Read More...

ଧିରେ ଧିରେ ଖୋଲୁଛି ରହସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ ଭିତରୁ ତଂଟି କଟା ଅବସ୍ଥାରେ ହଳେ ଯୁବକ ଯୁବତୀଙ୍କର ମୃତଦେହ ଉଦ୍ଧାର ଘଟଣା ଅନେକ ଦିଗ ଆଜି ଉନ୍ମୋଚିତ ହୋଇଥିବା ବେଳେ ମୃତ ଯୁବକ ଯୁବତୀ ଝାରଖଣ୍ଡ ଅଂଚଳର ବୋଲି ସ୍ପଷ୍ଟ ହୋଇଯାଇଛି । ଏପରିକି ମୃତ ଯୁବକ ଜଣକ
Read More...

ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସେ ହେଉଛନ୍ତି, କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ ବୋଲି କୁହାଯାଏ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ ।
Read More...

ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଏକ ଅଟୋ ସଚେତନତା ରାଲି ବାସନ୍ତୀ କଲୋନୀ ସ୍ଥିତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ବ୍ରାହ୍ମଣ ସମାଜର ସଂସ୍କୃତି ମଣ୍ଡପ ଠାରେ ୨୫ତମ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ) ଶନିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପାଇକମାଲ ଶିବ
Read More...