Yearly Archives

2024

ଜଙ୍ଗଲ ବୁଦାମୂଳରୁ ମିଳିଲା ୪୧୪ କିଲୋ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ପାଇଁ ଗଚ୍ଛିତ ଥିବା ବେଳେ ବୈପାରିଗୁଡା…

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କିଛି ମାସର ବ୍ୟବଧାନ ପରେ ପୋଲିସ ହାତରେ ଲାଗିଛି ବଡବଡ ଗଞ୍ଜେଇ ବସ୍ତା । ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖାଯାଇଥିବା ୪୧୪ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବୈପାରିଗୁଡା ପୋଲିସ । ଥାନା ଅଧିକାରୀ ଦୀପାଞ୍ଜଳି
Read More...

ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର : ଖପ୍ରାଖୋଲ ପୋଲିସର ମାନବିକତାକୁ ଅଞ୍ଚଳରେ ପ୍ରଶଂସା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି । ଠିକ୍ ଏହି ସମୟରେ ଖପ୍ରାଖୋଲ ପୋଲିସ ମାନବିକତା ଦେଖାଇଛି । ପ୍ରମାଣ କରିଛି, ଯାହାର କେହି ନାହାନ୍ତି ତା'ର ପୋଲିସ ଅଛି । ଜଣେ ଅସହାୟ
Read More...

ଚାନ୍ଦୋତରାରେ ବସ୍‌ ଧକ୍କାରେ ବୃଦ୍ଧ ମୃତ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବସ୍‌ ଧକ୍କାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ । ଗତ ୨୨ ତାରିଖ ଦିନ ଚାନ୍ଦୋତରା ଗାଁର ପୀତବାସ ବେହେରାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା
Read More...

ବଲାଙ୍ଗିର ପି.ପି. ଏକାଡେମୀ ହାଇସ୍କୁଲ ଆଲୁମିନି ଉତ୍ସବ ପାଳନ ପାଇଁ ୮୯ ବ୍ୟାଚ୍‌ର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବ ପୁରାତନ ହାଇସ୍କୁଲ ମଧ୍ୟରୁ ପି.ପି. ଏକାଡେମୀ ହାଇସ୍କୁଲ ଅନ୍ୟତମ । ହାଇସ୍କୁଲର ପୁରାତନ ଓ ବର୍ତ୍ତମାନର ଛାତ୍ରମାନଙ୍କୁ ନେଇ ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହାଇସ୍କୁଲର ଆଲୁମିନି ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବକୁ
Read More...

ଖପ୍ରାଖୋଲ ପୋଲିସ ଦ୍ଵାରା ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରବିବାର ସକାଳ ୯.୩୦ ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରେ ଗୋଟିଏ ବସ୍‌ରୁ ୩ ଶିଶୁ ସମେତ ୧୬ଜଣ
Read More...

ଛତ୍ରପୁର ସାହିତ୍ୟ ସଂସଦର ସ୍ଵତନ୍ତ୍ର ଆସର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଆରମ୍ଭ କୋଉଠି ହୋଇଯାଇଛି । ସେ ସମ୍ପର୍କରେ ତଥ୍ୟସଂଗ୍ରହ କରିଥିବା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ରଙ୍କ ଅବଦାନ ଅତୁଳନୀୟ ବୋଲି ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.
Read More...

ଗଜେନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଠାରେ ଆଜି ପ୍ରଥମ ଗଜେନ୍ଦ୍ର ମାଝୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଏଭଳି ଟୁର୍ଣ୍ଣାମେଣ୍ଟ ଦ୍ଵାରା ଖେଳାଳି ମାନେ ଆଗକୁ ଯାଇ ପାରିବେ
Read More...

ଢାବା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଆଗଲପୁର ପୋଲିସ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ଏସ୍‌ଏଚ୍‌ଜି ମହିଳାମାନେ ବୁଦୁଲା ପଂଚାୟତରେ ଢାବା ଗୁଡିକରେ ମଦ ବିକ୍ରି ବନ୍ଦ କରିବା ପାଇଁ ଆନ୍ଦୋଳନ କରି ରେଂଗାଲିରେ ଥିବା ଢାବାରୁ ମଦ ଓ କଫ ସିରଫ ଜବତ କରିଥିଲେ । ଯାହାକି ଆଗଲପୁର ପୋଲିସ ଖବର ପାଇ ମଦ
Read More...

ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିରେ ମାତୃ କର୍ମଶାଳା ଅନୁଷ୍ଠିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡ଼ାପାଲି ଠାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଚୁଡ଼ାପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ରୂପେ
Read More...

ଅନ୍ତର୍ନିହିତ ପ୍ରତିଭାର ବିକାଶର ମାଧ୍ୟମ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବଲାଙ୍ଗିରର ଅଧ୍ୟକ୍ଷ ଡ଼କ୍ଟର ଗରୁଡ଼ଧ୍ୱଜ ବାରିକ ମୁଖ୍ୟ
Read More...