ଛତ୍ରପୁର ରିକାପଲ୍ଲୀ ଛକ ଠାରେ ଆୟୋଜିତ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ସଡ଼କପଥ ରିକାପଲ୍ଲୀ ଛକ ଠାରେ ଚଳିତବର୍ଷ ପ୍ରଥମ କରି କାଳୀପୂଜା ଉତ୍ସବ ଆୟୋଜନ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି । ଅଗଣିତ ଭକ୍ତ ଯୋଗଦେଇ ଦେବୀ କାଳୀଙ୍କ ଦିବ୍ୟଦର୍ଶନ କରି ବିଭୂକୃପା!-->…
Read More...
Read More...