କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପାହାଡରୁ ଗିରି ଆଣାଯାଇ ସ୍ଥାପନ କରାଯାଇଥିଲା । ଯାଦବ ମାନଙ୍କ ଗଉଡ ବାଡି ପ୍ରଦର୍ଶନ କରାଯାଇଥିଲା । ଏଥିରେ କର୍ତ୍ତା!-->…
Read More...
Read More...