Yearly Archives

2024

ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ନୂଆପଡା ସ୍ଥିତ ମଙ୍ଗଳ ଭବନରେ ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନୀରୂପମା ମାଝୀ ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ତ୍ରୈମାସିକ ସୁଭାଷ ଚିନ୍ତନ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ରର ଅଷ୍ଟମ ସଂସ୍କରଣ ତ୍ରୈମାସିକ ପତ୍ରିକା ସୁଭାଷ ଚିନ୍ତନ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ନେତାଜୀଙ୍କ ପ୍ରତିର୍ମୂୀ ସ୍ଥଳିରେ ଅତିଥି ସମୁହ ପୁଷ୍ପମାଲ୍ୟ ଅର୍ପଣ କରି ନିକଟସ୍ଥ ଜଗର୍ସ ପାର୍କରେ ଏକ ନିରାଡମ୍ବର ପୁସ୍ତକ
Read More...

ଧର୍ମ ପରାୟଣ ବ୍ୟକ୍ତି ନଳିନୀ ସାହୁଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ଧର୍ମ ପରାୟଣ ବ୍ୟକ୍ତି ନଳିନୀ ସାହୁ(୭୯)ଙ୍କ ରବିବାର ପୂର୍ବାହ୍ନ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଗତ ୧୫ ଦିନ ତଳେ ସେ ନିଜ ଘରେ ପଡିଜାଇ ଅସୁସ୍ଥ ହୋଇପଡି ଡାକ୍ତରଖାନାରେ ଚିକିତ୍ସିତ
Read More...

ଠାକୁରପାଲି ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ଠାକୁରପାଲି ଗ୍ରାମର ସାଇଡୁଙ୍ଗୁରି ଠାରେ ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା କମିଟି ଆନୁକୂଲ୍ୟରେ ୩ ଦିନ ଧରି ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜା ଉଦ୍‌ଯାପିତ ହୋଇଯାଇଛି । ସରଗାଡ, ଉପରବାହାଲ, ତଳିଉଡ଼ାର, ବାଦିମୁଣ୍ଡା,
Read More...

ଦେଶୀ ମଦ ପିଇ ଚାଲିଯାଇଛି ଜଣେ ଯୁବକ ଜୀବନ : ସହାୟତା ପାଇଁ ପ୍ରଶାସନକୁ ଦାବୀ

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଦେଶୀ ମଦ ଭାଟି ଠାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ନୂଆଁସାହୀର ବିଶି ମାଝୀ (୪୦) ପିତା ଲବେନା ମାଝୀ ବୋଲି ଜଣାପଡିଛି । ନୂଆଁସାହୀ ନିକଟରେ ଏକ ଦେଶୀ ମଦ ଭାଟି ଦୋକାନ ପ୍ରାଙ୍ଗଣରେ ବିଶିଙ୍କ
Read More...

ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ତ୍ରୈମାସିକ ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସକାଳ ସାଢେ ୭ଟା ସମୟରେ ସଦର ଥାନା ପଛ ପଟେ ଥିବା ଯୋଗ କେନ୍ଦ୍ରରେ ସ୍ଵାସ୍ଥ୍ୟ ପରୀକ୍ଷକ ପ୍ରକାଶ କୁମାର ଦାସ ଏବଂ ସ୍ଵାସ୍ଥ୍ୟ ପରୀକ୍ଷା ସଂଗୀତ ପଟେଲ ଦ୍ୱୟ ଓଜନ, ରକ୍ତଚାପ ଓ ମଧୁମେହ ଜନିତ ରୋଗ ଉପରେ ଚିକିତ୍ସା
Read More...

ବରିହାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜପ ରଣାଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ବରଗଡ ସାଂସଦ ପ୍ରଦୀପ ପୁରୋହିତ
Read More...

ଟିଟିଲାଗଡ଼ ଛକୋର ଗଙ୍ଗା ଘାସି ମହାସଭା ସଙ୍ଗଠନର ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରର ନିକଟରେ ଥିବା ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ଛକୋର ଗଙ୍ଗା ଘାସି ମହାସଭା ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉପଦେଷ୍ଟା ନରେନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ
Read More...

ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ, ସାରା ଦୁନିଆ ତମକୁ ସବୁଦିନ ପାଇଁ ମନେ ରଖିବ । ଆଉ ତମେ ଜନ ମାନସରେ ଅମର ହୋଇଯିବ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି
Read More...

ସିନେମା ଦେଖିବାହେଲା କାଳ : ବିଦ୍ୟୁତ୍‌ ପୋଲକୁ ପିଟିଲା କାର୍‌

ଅଳ୍ପକେ ବର୍ତ୍ତିଲେ ଲୋକେ କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ କୁର୍ଲିଗାଁ ଧୁବଘାଟେନ ଛକ ପାଖରେ କାର୍‌ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଚାଳକ । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଏକ କାର୍‌ କଣ୍ଟାବାଞ୍ଜି ପଟୁ ଆଲିସାନ
Read More...