Yearly Archives

2024

ଏଡିବି ଏହାର ସଦ୍ୟତମ ରିପୋର୍ଟରେ ଜୀବାଶ୍ମ ଇନ୍ଧନ ରିହାତିରେ ୮୫% ହ୍ରାସ ଉପରେ ଆଲୋକପାତ

ନୂଆଦିଲ୍ଲୀ, (ପିଆଇବି) : ଜୀବାଶ୍ମ ଇନ୍ଧନ କବଳରେ କବଳିତ ହୋଇ ରହିଥିବା ବିଶ୍ୱରେ ଭାରତ ଏକ ଭିନ୍ନ ମାର୍ଗ ଆଡ଼କୁ ପାଦ ବଢ଼ାଇଛି । ଏସିଆନ୍‌ ଡେଭଲପମେଂଟ ବ୍ୟାଙ୍କ ନିକଟରେ ଏସିଆ - ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତ ଜୀବାଶ୍ମ ଇନ୍ଧନ ରିହାତି ଉପରେ ଅସ୍ଥାୟୀ
Read More...

ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଭାଗ ନେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ବୌଦ୍ଧ ମହାସଂଘ (ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ
Read More...

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର,…

ଦ୍ୱିତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ ହୋଇଛିଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତ ସରକାରଙ୍କ
Read More...

କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗର ଛାତ୍ରୀ ମାନଙ୍କ ସ୍ୱତନ୍ତ୍ର ଅଧ୍ୟୟନ ଓ ଗବେଷଣା କାର୍ଯ୍ୟକ୍ରମ…

ବଙ୍ଗୋମୁଣ୍ଡା /ଭବାନୀପାଟଣା, (ଅର୍ଜୁନ କୁମାର ହଂସ) : କଳାହାଣ୍ଡି ଜିଲ୍ଲା କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗର ସମ୍ମାନ ଛାତ୍ରୀ ଅଧ୍ୟାପକ ରଂଜିତ ମେହେର ବିଭାଗୀୟ ମୁଖ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ମାଳିନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଗାତ୍ରରେ ଥିବା କଳା
Read More...

୯ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଉତ୍‌ଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ନିକଟ ଗିରି ବିହାର ଠାରେ ୩ଦିନ ଧରି ଚାଲିଥିବା ୯ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଉତ୍‌ଯାପିତ ହୋଇଯାଇଛି । ବହୁ ଉତ୍ସାହ ଉଦ୍ଦୀପନା ସହିତ ଆୟୋଜିତ ହୋଇଥିବା ଏହି ମହୋତ୍ସବକୁ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...

ଓଡ଼ିଶାର ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ମ୍ୟୁନିସିପାଲଟି କଲେଜର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ କଲେଜ ପ୍ରେକ୍ଷାଳୟରେ 'ଓଡ଼ିଶାର ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି' ଶୀର୍ଷକ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଦେଓଗାଁ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟଙ୍କ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁ ପରିସରରେ ବଲାଙ୍ଗିର ଜିଲ୍ଲାର ୪୦ଟି ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପଶ୍ଚିମ ସମ୍ଭାଗ ସଂଯୋଜକ ରଞ୍ଜନ ପଧାନ, ବଲାଙ୍ଗିର ବିଭାଗ ନିରୀକ୍ଷକ ପ୍ରକାଶ
Read More...

ଆଦର୍ଶ କ୍ରିଡାବିତ୍ ଭାବେ ସମ୍ମାନିତ ହେଲେ ଲିଜି ମହାପାତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କ ଉଦ୍ୟମରେ ଚାଲିଥିବା ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ୟ୍ୟକ୍ରମରେ ଆଦର୍ଶ କ୍ରୀଡାବିତ୍ ଭାବେ ସମ୍ମାନିତ
Read More...

କୁତୁର୍ଲାରେ ଗାଈଙ୍କ ସ୍ୱାସ୍ଥ୍ୟ ଶିବିର : ୧୪୫ ଗାଈର ସ୍ୱାସ୍ଥ୍ୟ ପରୀକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିକେଏନ ଦ୍ଵାରା କୁତୁର୍ଲାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତିର ସମ୍ପାଦକ ସଞ୍ଜୀବ ପଧାନଙ୍କ ତତ୍ତ୍ଵାବଧାନରେ ଶିବିର ପରିଚାଳନା ହୋଇଥିଲା । ଏହି ଶିବିରରେ କୁତୁର୍ଲା, ସାରସବାହାଲ, ବହଲି, ମୁରସିଂହ ଗାଁର ୩୭ ଜଣ ଚାଷୀଙ୍କ
Read More...

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଖନ୍ଦାପଡା ଗାଁ ଛତିଶଗଡ଼ ସୀମାନ୍ତରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
Read More...