Yearly Archives

2024

ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୫ଟାରେ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବଲାଙ୍ଗିର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଆଦେଶ କ୍ରମେ ଗତ ବୈଠକର ବିବରଣୀ ଯୁଗ୍ମ ସମ୍ପାଦକ
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ଦେଓକରଣ ସରକାରୀ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଦେଓକରଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ପରିଦର୍ଶନରେ ଯାଇଥିଲେ । ବିଦ୍ୟାଳୟରେ ପହଂଚିବା ମାତ୍ରେ ବିଧାୟକଙ୍କୁ ବିଦ୍ୟାଳୟର ଶିକ୍ଷକ ଓ
Read More...

ଭାରତ ସ୍କାଉଟ ଏବଂ ଗାଇଡ୍‌ର ୭୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍‌ ଏବଂ ଗାଇଡ୍‌ ତରଫରୁ ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଆମ୍ବାଗାନ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ୫୦୦ରୁ ଅଧିକ ସ୍କାଉଟ୍‌ ଏବଂ ଗାଇଡ୍‌ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି
Read More...

ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ (ଓଆର୍‌ଓପି) ଯୋଜନା ଭେଟେରାନ ଓ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ…

ଓଆର୍‌ଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି : ପିଏମ୍ ନୂଆଦିଲ୍ଲୀ, (ପିଆଇବି) : ୱାନ୍ ରାଙ୍କ ୱାନ୍ ପେନ୍‌ସନ୍‌ (ଓଆର୍‌ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ
Read More...

ଆଇଏଫ୍‌ଏଫ୍‌ଆଇ ୨୦୨୪ : ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍‌ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର

ନବାଗତ ଚଳଚ୍ଚିତ୍ର ନିର୍ମାତାଙ୍କୁ ଆଇଏଫ୍ଏଫ୍ଆଇର ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍‌ରେ ପରାମର୍ଶ ଦିଆଯିବ ନୂଆଦିଲ୍ଲୀ, (ପିଆଇବି) : ଫିଲ୍ମ ବଜାର ୬ଟି ବିଶେଷ କାଳ୍ପନିକ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛି ଯାହା ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପାଇଁ
Read More...

ନୂଆଦିଲ୍ଲୀରେ ଦୁଇ ଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୪’ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ସମଗ୍ର ବିଶ୍ୱ ଗ୍ରହଣ କରିଛିସମଗ୍ର ଆତଙ୍କବାଦ 'ଇକୋସିଷ୍ଟମ୍'ର ମୁକାବିଲା ପାଇଁ ଗୃହ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏକ ଜାତୀୟ ଆତଙ୍କବାଦ ନିରୋଧୀ ନୀତି ଏବଂ ରଣନୀତି ପ୍ରସ୍ତୁତ କରିବଆତଙ୍କବାଦ ବିରୋଧରେ ଏକ
Read More...

ସୁଜିତ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ – ୨୦୨୪ ’

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଯୁବକବି ସୁଜିତ୍‌ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ - ୨୦୨୪ ’ ପ୍ରଦାନ କରାଯାଇଛି । ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏକାଦଶ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଅବସରରେ କବିତା ରଚନା
Read More...

ଭୁବନେଶ୍ୱରରେ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ

ଆସନ୍ତାକାଲି ପୁରୀରେ ଆୟୋଜିତ ହେବ ସ୍ୱତନ୍ତ୍ର ଡିଏଲ୍‌ସି ଶିବିରଚଳିତ ମାସ ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲ୍‌ସି ୩.୦ ଅଭିଯାନପେନ୍‌ସନ୍‌ଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ଭୁବନେଶ୍ୱର, (ପିଆଇବି)
Read More...

ବଜରଙ୍ଗ ଦଳର ମୁଖ୍ୟ ଦାୟିତ୍ୱରେ ଗୋମାତା ସେବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଓଡ଼ିଆ ଢାମଣା ସାହି ସ୍ଥିତ ରାମ ଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ଅଜୟ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କେ.ଏଲେୟା ରେଡ୍ଡୀ ଓ ପ୍ରଭାତ ସାହୁଙ୍କୁ ଗଞ୍ଜାମ ବ୍ଲକର
Read More...

ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ ୧୭୫୦ ହେକ୍ଟର ଆଳୁଚାଷ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା ଭାବେ ପରିଗଣିତ ହୋଇଛି । କ୍ଲଷ୍ଚରସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ
Read More...