ପାଇକମାଲରେ ଅବସର ପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ମାନଙ୍କ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ୍ ସବ୍ଷ୍ଟେସନ୍ ପରିସରରେ ପେନ୍ସନ୍ ଭୁକ୍ତ ୱେସ୍କୋ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଏକ ବୈଠକ ଭରତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବଡ ଶତପଥି ଯୋଗଦେଇ ସମସ୍ତ!-->…
Read More...
Read More...