Yearly Archives

2024

ଛତ୍ରପୁର ଉଦ୍ୟାନ ବିଭାଗ ପକ୍ଷରୁ ଉନ୍ନତ ଫଳ ଚାଷ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୨ ଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ବିଭିନ୍ନ ଫଳଚାଷ ଉପରେ ଦୁଇ ଦିନିଆ ତାଲିମ୍ ଶିବିର
Read More...

ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା
Read More...

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ରେଳ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ

ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ
Read More...

ଜାତୀୟ ଶିକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ୨୦୦୮ ମସିହାରୁ ପ୍ରତିବର୍ଷ ୧୧ ନଭେମ୍ବରରେ ଭାରତରେ 'ଜାତୀୟ ଶିକ୍ଷା ଦିବସ' ପାଳନ କରାଯାଏ । ମୌଲାନା ଆଜାଦ ଜଣେ ସ୍ୱାଧୀନତା ସଂଗ୍ରାମୀ,
Read More...

ପଦ୍ମପୁରରେ ବରଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସମ୍ମିଳନୀ ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଅଧିବେଶନରେ ବରଗଡ ଜିଲ୍ଲା ସଭାପତି ନନ୍ଦିଘୋଷ ଭୋଇଙ୍କ ଅଧ୍ୟକ୍ଷତା ଓ ରାଜବୋଡାସମ୍ବର
Read More...

ୱ୍ୟିନର୍‌ ବ୍ରାଇଟ୍‌ ଫ୍ୟୁଚର ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର୍‌ ବ୍ରାଇଟ୍‌ ଫ୍ୟୁଚର ସ୍କୁଲ ପଦ୍ମପୁର ଦୁଇଦିନିଆ ବାର୍ଷିକ ଉତ୍ସବର ପ୍ରଥମ ଦିନ ଖୁଣ୍ଟପାଲି ସ୍ଥିତ ନୂଆ ସ୍କୁଲରେ ପାଳିତ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଓ ତାଙ୍କର ପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତ ସନ୍ଧ୍ୟାରେ
Read More...

ଭାରତରେ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିଛନ୍ତି ସରକାରଅଧିକ ଶସ୍ତା ଓ ସୁଲଭ ହେଉଛି ସାର୍ବଜନୀନ ସ୍ୱାସ୍ଥ୍ୟ ସେବାନାଗରିକଙ୍କ ସିଧାସଳଖ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ କମିଛି ଭୁବନେଶ୍ୱର, (ପିଆଇବି) : ୨୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ
Read More...

ଘାଏ ଦେଖତ କଳାପଟାର ବାର୍ଷିକୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଦୀର୍ଘ ୧୦ ବର୍ଷ ହେବ ରାସ୍ତାକଡ଼ରେ ସୃଷ୍ଟି କରାଯାଇଥିବା କଳାପଟା 'ଘାଏ ଦେଖତ' ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଗାଇସିଲେଟ କଲେଜ ଠାରେ ବାର୍ଷିକୋତ୍ସବ ପାଳନ କରାଯାଇଛି । ଘାଏ ଦେଖତ କୁଟୁମ୍ବକୁ ନେଇ ଏକ
Read More...

ବ୍ରାହ୍ମଣ ସମାଜ ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୈମିଷାରଣ୍ୟ ଠାରେ ଗାଇସିଲେଟ ବ୍ରାହ୍ମଣ ସମାଜର ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଡ. ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ହୋମଯଜ୍ଞ ଓ ପରେ ଗାୟତ୍ରୀ ମାତା ଓ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଡ୍‌କ୍ରସ୍‌ ବିଭାଗ ତରଫରୁ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯୁବ ରେଡ୍‌କ୍ରସ୍‌ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବଙ୍ଗୋମୁଣ୍ଡା ବ୍ଲକର ବିଡ଼ିଓ ଶଙ୍କର୍ଷଣ
Read More...