Yearly Archives

2024

ବଳିଷ୍ଠ ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ – ଡ. କାନୁନଗୋ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାହିତ୍ୟିକମାନେ ବଳିଷ୍ଠ ସାହିତ୍ୟ ସୃଷ୍ଟି ପାଇଁ ସାଧନାରତ ହେବା ନିହାତି ଆବଶ୍ୟକ । କାରଣ ଏଭଳି ସାହିତ୍ୟ ହିଁ ସମାଜକୁ ସୁଧାରିପାରିବ । କଟକ ଶ୍ରୀରାମଚନ୍ଦ୍ର ଭବନରେ ବାଲେଶ୍ୱରର ‘ସାହିତ୍ୟିକ କବିବନ୍ଧୁ ପରିବାର’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ
Read More...

କବି ଚିତ୍ରଶିଳ୍ପୀ ଡା. ଦୀନବଂଧୁ ସାହୁଙ୍କ ଅଷ୍ଟମ କବିତା ସଙ୍କଳନ  ‘ଜୀବନଭୋଗ’ ଲୋକାର୍ପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସ୍ଥିତ ଓଡିଶା ଲଳିତକଳା ଏକାଡେମୀ, ରିଜିଓନାଲ ଆର୍ଟ ଗ୍ୟାଲେରୀରେ ଆୟୋଜିତ କାଲିଡୋସ୍କୋପ ଶୀର୍ଷକ ଏକକ ଚିତ୍ରକଳା ପ୍ରଦର୍ଶନୀର ଅଂଶବିଶେଷ ଭାବେ ଭେଷଜ ଚିକିତ୍ସକ, ଚିତ୍ରଶିଳ୍ପୀ ତଥା କବି ଡା. ଦୀନବଂଧୁ
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେ.ଆଇ.ଟି.ଏମ.) ରେ ବିଜ୍ଞାନ, କଳା ଓ ହସ୍ତକର୍ମ ପ୍ରଦର୍ଶନୀ AVANTE ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ,ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢି ତୋଳିଥାଏ । ମଣିଷର ଉନ୍ନତିରେ ଏହି ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି
Read More...

ହାଟପଦା ପଡା ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ନାମ ଯଜ୍ଞ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମ ବର୍ଷୀକ ୨୪ ପ୍ରହରି ନାମଯଜ୍ଞ ପାଳିତ କରାଯାଉଛି । କମିଟୀର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହା ଆଡମ୍ବରରେ ଜିଲ୍ଲା ତଥା
Read More...

କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ଆୟୋଜିତ "ମାସିକ ରଚନା ସନ୍ଧ୍ୟା' କାର୍ୟ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି ।
Read More...

‘‘ଲାଇଟ୍, କ୍ୟାମେରା, ଗୋଆ ! ଆଇଏଫ୍‌ଏଫ୍‌ଆଇ ୨୦୨୪ ପାଇଁ ମଞ୍ଚ ପ୍ରସ୍ତୁତ

ଆଇଏଫ୍‌ଏଫ୍‌ଆଇ ୨୦୨୪ର ବିଷୟବସ୍ତୁ - ‘‘ଯୁବ ଚଳଚ୍ଚିତ୍ର ନିର୍ମାତା - ବର୍ତ୍ତମାନ ହିଁ ଭବିଷ୍ୟତ’’ - ସୃଜନଶୀଳତାର ଭବିଷ୍ୟତକୁ ଆକାର ଦେବା ଲାଗି ଯୁବବର୍ଗଙ୍କ ସମ୍ଭାବନାକୁ ଦେଇଛି ସ୍ୱୀକୃତିଆଇଏଫ୍‌ଏଫ୍‌ଆଇ-୨୦୨୪ ସମସ୍ତ କାହାଣୀକାର ଏବଂ ସିନେପ୍ରେମୀଙ୍କୁ ଚଳଚ୍ଚିତ୍ରର ଆନନ୍ଦ ନେବା ପାଇଁ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ ପ୍ରସ୍ତୁତିର ସମୀକ୍ଷା କଲେ…

ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କଲେ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜନଜାତୀୟ ଗୌରବ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ଗସ୍ତ ପୂର୍ବରୁ ଜାମୁଇରେ ପହଞ୍ଚିଥିଲେ ।
Read More...

ଭାରତର ରାଜନୈତିକ ସ୍ଥିରତା ପୋଷାକ ଶିଳ୍ପକୁ ପ୍ରୋତ୍ସାହିତ କରିଛି

ନୂଆଦିଲ୍ଲୀ, (ପିଆଇବି) : ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ ଆୟୋଗ (ୟୁଏସ୍ ଆଇଟିସି)ର ଏକ ସଦ୍ୟ ରିପୋର୍ଟ ମାଧ୍ୟମରେ ବିଶ୍ୱ ସ୍ତରୀୟ ପୋଷାକ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ବୃଦ୍ଧି ପାଉଥିବା ଆକର୍ଷଣକୁ ସ୍ୱୀକାର କରାଯାଇଛି, ଯେଉଁଥିରେ ରାଜନୈତିକ ସ୍ଥିରତାକୁ ଏକ ପ୍ରମୁଖ କାରଣ ଭାବରେ
Read More...

ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ପଞ୍ଚମ ଜାତୀୟ ଇଏମ୍ଆର୍‌ଏସ୍ ସାଂସ୍କୃତିକ ଓ ସାହିତ୍ୟ ମହୋତ୍ସବ ଏବଂ କଳା ଉତ୍ସବ

ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜାତୀୟ ଶିକ୍ଷା ସମିତି (ଏନ୍‌ଇଏସ୍‌ଟିଏସ୍) ପକ୍ଷରୁ ୫ମ ଜାତୀୟ ଇଏମ୍ଆରଏସ୍ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଏବଂ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୧୨ରୁ ୧୫
Read More...

ସତ୍ୟବାଦୀ ସ୍ୱାଇଁ ନିଜର ସତ୍ୟନିଷ୍ଠ କର୍ମ ପାଇଁ ଜନମାନସରେ ସ୍ମରଣୀୟ ରହିବେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସତ୍ୟବାଦୀ ସ୍ଵାଇଁ ଜଣେ ସ୍ପଷ୍ଟବାଦୀ, ପରୋପକାରୀ, ସୁସମାଜସେବୀ, ଶିକ୍ଷା ପ୍ରେମୀ, ଶାନ୍ତି କାମୀ, କୃଷି ଓ କୃଷକପ୍ରେମୀ, ସର୍ବୋପରି ସୁସ୍ଥ ସାମାଜିକ ଚେତନା ଓ
Read More...