Yearly Archives

2024

ଆଗଲପୁର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା ଠାରେ ଆଗଲପୁର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ୟାମ ମେହେର, କନଭେନର ବାଳକୃଷ୍ଣ ମହାନନ୍ଦ, ସଂଯୋଜକ ତାରାକାନ୍ତ ମିଶ୍ର,
Read More...

ନୂଆ ସରକାରରେ ପ୍ରଥମ ଦିଶା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆ ସରକାରରେ ବଲାଙ୍ଗିରରେ ହେଲା ପ୍ରଥମ ଦିଶା ବୈଠକ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ହଯିବା ପରେ ରାଜ୍ୟବାସୀ ବିଜେପି ସରକାରଙ୍କ ଉପରେ ଭରଷା କରିଛନ୍ତି । ନୂଆ ଲୋକସଭାର ପ୍ରଥମ ଦିଶା ବୈଠକ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ
Read More...

ଚତୁର୍ଥ ସିଓଡିଆର୍‌ଆର୍‌ କର୍ମଶାଳାରେ ‘‘ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲ୍‌ଓଏଫ୍) ବିପଦ ହ୍ରାସ ପାଇଁ ରଣନୀତି’’…

‘‘କେବଳ ବିପତ୍ତି ମୁକାବିଲା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା’ ଏବଂ ଜିଏଲ୍‌ଓଏଫ୍ ବିପଦ ଭଳି ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଉପରେ ଜୋର ଦେଲେ ଡକ୍ଟର ମିଶ୍ରହିମବାହ ହ୍ରଦ ସହ ଜଡ଼ିତ ବିପତ୍ତି ପ୍ରଶମନ ଏବଂ ଆମ ଭବିଷ୍ୟତ ପିଢ଼ି
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ଡିଏଭି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଏବଂ ବିଦ୍ୟାଳୟର କପ୍ ବୁଲ୍‌ବୁଲ୍ (ସ୍କାଉଟ୍ ଓ ଗାଇଡ୍) ବିଦ୍ୟାର୍ଥୀ, ଇଣ୍ଟରାକ୍ଟ କ୍ଲବର ବିଦ୍ୟାର୍ଥୀ ଶ୍ରଦ୍ଧା ଫାଉଣ୍ଡେସନକୁ ଯାଇ କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ୱ ଜଣାଇବା ସହ
Read More...

ଜଙ୍ଗଲ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଠାରେ ଜଙ୍ଗଲ ସମ୍ବଳ ପରିଚାଳନା ନିମନ୍ତେ ଗ୍ରାମସଭା ଓ ପ୍ରବେଶ ପର୍ବ ମାସ୍ ପାଇକମାଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜମରତଲା ସରପଞ୍ଚ ବିଦୁଭୂଷଣ ଚାନ୍ଦ ଯୋଗ
Read More...

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳ ପଡ଼ିଆରେ ଅଞ୍ଚଳର ପ୍ରସିଦ୍ଧ ୩୮ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ପ୍ରାଚୀନ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ବରିଷ୍ଠ
Read More...

ଝଲପ ଗ୍ରାମରେ ପଲ୍ଲୀ ପ୍ରଗତି ପାଠାଗାରର ୩୫ତମ ପ୍ରତିଷ୍ଠା ଦିବସ ସମାରୋହ

ସମାଜ ଗଠନ କରିବାରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୫ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ଗଣେଶଙ୍କ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜାତୀୟ ଶିକ୍ଷା ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : ଶିକ୍ଷା ସବୁଠାରୁ ବଡ଼ ସାଧନ, ବଡ ମାଧ୍ୟମ । ଶିକ୍ଷାକୁ ମାଧ୍ୟମ କରି ବିଶ୍ୱଶାନ୍ତି ପ୍ରତିଷ୍ଠା ସହ ଆନ୍ତର୍ଜାତିକ ବୁଝାମଣା, ମହାକାଶ ଗବେଷଣା, ଦାରିଦ୍ର୍ୟ ଦୂରୀକରଣ ସହ ବିକାଶ ଓ ପ୍ରଗତି ସମ୍ଭବ ବୋଲି ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଜାତୀୟ ଶିକ୍ଷା
Read More...

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦ୍‌ଘାଟିତ

ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବା : ଧର୍ମେନ୍ଦ୍ର ପ୍ରଧାନଯୋଗଦେଲେ ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ଶାସିତ ଅଞ୍ଚଳର ଉଚ୍ଚ ଶିକ୍ଷା ବିଭାଗର ସଚିବଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ
Read More...

ଡେଲାଙ୍ଗରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ -୨୦୨୪ ଘୋରଡିଆ(ସାଉରିଆ )ଗ୍ରାମର ଶ୍ରୀ ମହାବୀର ଦେବ ମନ୍ଦିର ପ୍ରାଙ୍ଗଣରେ ୧୨ତମ
Read More...