Yearly Archives

2024

ବିଦ୍ୟୁତ୍‌ ବିଭାଗର ଛଟେଇ ବିରୋଧରେ ପ୍ରତିବାଦ ସଭା : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ହୀରାଖଣ୍ଡ ବିଦ୍ୟୁତ୍‌ କର୍ମଚାରୀ ସଂଘ ତରଫରୁ ଛଟେଇ ବିରୋଧରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଖାପାଖି ୩୫୦ରୁ ଅଧିକ କର୍ମଚାରୀ ଉପସ୍ଥିତ ରହି ଛଟେଇ ବିରୋଧରେ ସ୍ୱର
Read More...

ରାଉରକେଲା କଲେଜକୁ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜକୁ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା-ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ ଛାତ୍ରଛାତ୍ରୀମାନଙ୍କ ମହଲରେ ଅଦ୍ଭୁତ ପୂର୍ବ ଉତ୍ସାହ ଭରିଦେଇଥିବା ବେଳେ ତାଙ୍କର ପ୍ରଭାବଶାଳୀ ବାର୍ତ୍ତା ଏବଂ
Read More...

ଶାନ୍ତି ନଗଗରରେ ବଡ଼ ଏକାଦଶୀ ଉଦ୍‌ଯାପନୀ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଅନନ୍ୟା ଏକାଦଶୀ ଗ୍ରୁପ୍‌ ସଦସ୍ୟଙ୍କ ଦ୍ୱାରା ବଡ଼ ଏକାଦଶୀ ଉଦ୍‌ଯାପନୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ୧୧ ତାରିଖ ସୋମବାର ସନ୍ଧ୍ୟାରେ ଶାନ୍ତି ନଗର ମାଁ ମାଉସୀ ଓ ଏକାଦଶୀ ଉପବାସ କରିଥିବା ସମସ୍ତ ସଦସ୍ୟ ଭବ୍ୟ
Read More...

ତୁରେକେଲା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜିତ

ସମୁଦାୟ ୫୫୬ ଜଣ ପଞ୍ଜିକୃତ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ତୁରେକେଲାର ସଭାଗୃହ ପରିସରରେ ମଙ୍ଗଳବାର ଭୀମ ଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମୁଦାୟ ୫୫୬ ଜଣ ଶାରୀରିକ ବିକାଳଙ୍ଗ ପଞ୍ଜିକୃତ କରିଥିବା ବେଳେ ଏମ୍‌ଆର୍‌-୫୧,ଏଚ୍‌ ଇ,୯୫ ଓ ଏଚ୍‌୨୫୪,
Read More...

ତୁରେକେଲା ପୋଲିସ ଦ୍ୱାରା ୭ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଦ୍ୱାରା ମଙ୍ଗଳବାର ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକ ମାନେ ହେଲେ ତୁରେକେଲା ଥାନା ଅନ୍ତର୍ଗତ ଘୁନେସ ଗାଁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୪ ଜଣ ମହିଳା ଜଣେ ଶିଶୁ ଶ୍ରମିକ ଥିବାର
Read More...

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ୍ ଉନ୍ମୋଚନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ଏବଂ…

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ନୂଆଦିଲ୍ଲୀ, (ପିଆଇବି) : ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା
Read More...

ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ବାର୍ତ୍ତାକୁ ମନେ ପକାଇ ୫୫ତମ ଆଇଏଫ୍ଏଫ୍ଆଇରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ…

ଆଇଏଫ୍ଏଫ୍ଆଇରେ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ: ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ
Read More...

ପିଆଇବି ଓ ସିବିସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି
Read More...

ବନ୍ଧା ହେଲେ ଉପମୁଖ୍ୟମନ୍ତ୍ରୀ କେଭିଙ୍କ ଡୁପ୍ଲିକେଟ୍‌ ପିଏ ଓ ଓଏସ୍‌ଡି

ବେଲପଡା, (ଭୋଜରାଜ ଦଣ୍ଡସେନା) : ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାଁରେ ଚଳାଇଥିଲେ ବେପାର । ଲୋକଙ୍କୁ କେଭିଙ୍କ ଓଏସ୍‌ଡି ଏବଂ ପିଏ କହି ଚାକିରି କରାଇ ଦେବାକୁ କହି ଲୁଟ୍‌ କରୁଥିଲେ ୨ ଠକ । ଏ ବିଷୟରେ ଖବର ପାଇ ପାଟଣାଗଡ ପୋଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ
Read More...