Yearly Archives

2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୪କୁ ସମ୍ବୋଧିତ…

ହିନ୍ଦୁସ୍ତାନ ଟାଇମ୍ସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତିଭାରତର ଭାଗ୍ୟକୁ ଆକାର ଦେଇଥିବା ଶକ୍ତି, ଯାହା ଭାରତକୁ ଦିଗ ଦେଖାଇଛି, ତାହା ହେଉଛି ଭାରତର ସାଧାରଣ ଲୋକଙ୍କ ଜ୍ଞାନ ଓ ସାମର୍ଥ୍ୟ : ପ୍ରଧାନମନ୍ତ୍ରୀଲୋକମାନଙ୍କର ପ୍ରଗତି, ଲୋକମାନଙ୍କ ଦ୍ଵାରା
Read More...

ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ମହାସଭା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟ ସଭାପତି ହୃଷିକେଶ ବରିହା ସଭାପତିତ୍ୱ କରିଥିଲେ ।
Read More...

‘ଶ୍ରେଷ୍ଠ ୱେବ୍ ସିରିଜ୍ ପୁରସ୍କାର: ସିନେମାର ସ୍ପେକ୍ଟ୍ରମରେ ବିବର୍ତ୍ତନକୁ ସ୍ମରଣ କରିବା ପାଇଁ ଆଇଏଫ୍‌ଏଫ୍‌ଆଇର…

ଆଇଏଫଏଫଆଇ ୨୦୨୪ରେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ପାଞ୍ଚଟି ସିଲେକ୍ସନଆଇଏଫଏଫଆଇ ୨୦୨୪ରେ ଓଟିଟି କେନ୍ଦ୍ରବିନ୍ଦୁ ପାଲଟିଛି ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ମନୋରଞ୍ଜନ ଶିଳ୍ପର ବିକଶିତ ଗତିଶୀଳତାକୁ ଗ୍ରହଣ କରି ସିନେମା
Read More...

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ସମାରୋହ

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଭୁବନେଶ୍ୱର, (ପିଆଇବି) : ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି । ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ । ତେବେ ଦାୟିତ୍ୱ ବିନା
Read More...

ମିଥ୍ୟା ଖବରର ମୁକାବିଲା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଡିଜିଟାଲ ମିଡିଆ ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି…

ଡିଜିଟାଲ ମିଡିଆ ପ୍ଲାଟଫର୍ମଗୁଡିକ ଆମ ସମାଜ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି ପାଇଁ ସେମାନଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବଶ୍ରୀ ବୈଷ୍ଣବ ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଭାରତର ବିବିଧ ସାଂସ୍କୃତିକ ଏବଂ ସାମାଜିକ ପରିପ୍ରେକ୍ଷୀରେ ସେଫ୍ ହାର୍ବର
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜାତୀୟ ପ୍ରେସ ଦିବସରେ ନୂତନ ଓୟୁଜେ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବ୍ଲକ ଡାକ ବଙ୍ଗଳା ଠାରେ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ
Read More...

ରାଜ୍ୟରେ ରାସ୍ତା ନିର୍ମାଣ ସମ୍ପର୍କିତ ସ୍ୱତନ୍ତ୍ର ନୀତି ପ୍ରଣୟନ ନେଇ ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ପାଇଁ ବୈଠକରେ ଗୁରୁତ୍ୱପୁରୁଣା ରାସ୍ତ ମରାମତି ପାଇଁ ଗଠନ ହେବ କର୍ପସ୍‌ ପାଣ୍ଠି୨୦୨୯ ସୁଦ୍ଧା ୧୦୦ ଲୋକସଂଖ୍ୟା ଥିବା ଗ୍ରାମକୁ ସବୁଦିନିଆ ରାସ୍ତାବିନା ଅନୁମତିରେ ରାସ୍ତା ଖୋଳିଲେ ହେବ ଜରିମାନା ଭୁବନେଶ୍ୱର : ଗମନାଗମନର ସୁଦୃଢ଼ୀକରଣ ଏବଂ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡିଆରେ ଶନିବାର ଏକ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍
Read More...

‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ : ଭର୍ତ୍ତୃହରି ମହତାବ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ - ୨୦୪୭’ ସମ୍ପର୍କିତ ଏକ
Read More...

ଛତ୍ରପୁର ସହରାଞ୍ଚଳ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ଲାୟନ୍ସ କ୍ଲବ୍ ସମ୍ମୁଖରେ ଥିବା ପୋଖରୀରେ ବର୍ଣ୍ଣାଢ଼୍ୟ ପଟୁଆରରେ ଅଣାଯାଇଥିବା
Read More...