Yearly Archives

2024

ପାଇକମାଲ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଗାଁ କେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣଡିହି ଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ତତ୍ତ୍ୱବଧାନରେ ଛେତଗାଁ ଉଚ୍ଚ ବିଦ୍ୟାଳୟର
Read More...

ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ

ରାୟଗଡ଼ା, (ଗୌରୀ ଶଙ୍କର ପଟ୍ଟନାୟକ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ମହାଦେବ ସତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ‘ମାତୃ କର୍ମଶାଳା’ ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ 'ମାତୃ କର୍ମଶାଳା' ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ପରିଚାଳନା ସମିତିର ସଭାପତି କୁଞ୍ଜବିହାରୀ ବେହେରା, ଉପସଭାପତି ଶ୍ରୀମତୀ ସୁଷମା ମହାନନ୍ଦ, ସଂପାଦକ ଯୁବରାଜ ମେହେର, ସଦସ୍ୟ
Read More...

ସୋଢାରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଘଟଣା

ପଦ୍ମପୁର ବିଧାୟିକା ବର୍ଷା ସହ ବରିଷ୍ଠ ନାରୀନେତ୍ରୀ ପହଞ୍ଚିଲେ ପୀଡ଼ିତା ପରିବାର ଘରକୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସୋଢ଼ା ଗ୍ରାମର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଘଟଣା ପ୍ରଘଟ ହେବା ପରେ ରବିବାର ପୀଡ଼ିତା ପରିବାର ଘରକୁ
Read More...

ଜାତୀୟ ପ୍ରେସ ଦିବସ ଅବସରରେ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଏବଂ ଡେଲାଙ୍ଗ ପ୍ରେସ କ୍ଳବ ମିଳିତ ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାବା ବଣିବକ୍ରେଶ୍ଵର ପୀଠ, କୁଆପଦାଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସରକାରଙ୍କ
Read More...

ଓଡିଶା ଘରୋଇ ଆଇଟିଆଇ ସଂଘର ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର : ଓଡିଶା ଘରୋଇ ଆଇ. ଟି. ଆଇ ସଂଘ (ସ୍ପିଟିଆ)ର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ଆଜିର ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବୈଠକରେ ହାଇକୋର୍ଟରେ ଚାଲିଥିବା କେଶ
Read More...

ସଂଜ୍ୟୋତ କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ

ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ସଂଜ୍ୟୋତ କଳାକେନ୍ଦ୍ରର ୫ମ ବର୍ଷ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ଏକ ପ୍ରେରଣାଦାୟକ ଆଧ୍ୟାତ୍ମିକ ହରିଶଙ୍କର ଯାତ୍ରା : ବୃଦ୍ଧ ନାଗରିକମାନଙ୍କ ସମ୍ମାନରେ ସହଯୋଗ ଫାଉଣ୍ଡେସନ୍‌ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍‌ ଏବଂ ଜେଏସ୍‌ଏମ୍‌ କଲେଜ୍ ମିଳିତ ଭାବେ ବୃଦ୍ଧ ନାଗରିକମାନଙ୍କ ପାଇଁ ଏକ ଅଦ୍ଭୁତ ଉଦ୍ୟମର ଆୟୋଜନ କରାଯାଇଇôଲା । ଏହି ପ୍ରୟାସରେ ଗ୍ରାମମଙ୍ଗଳ ପାଠାଗାର ଜରାନୀବାସ ସାଲେପାଳି ଓ ମାତୃଛାୟା ବଲାଙ୍ଗିରର
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ନିରାଶ୍ରୟ ଗରିବଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ,
Read More...

ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ତରଫରୁ ତା.୧୭/୧୧/୨୦୨୪ ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ନିର୍ମାଣଧିନ ମନ୍ଦିରରେ ମନ୍ଦିର ପ୍ରତିଷ୍ଠାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ
Read More...