Yearly Archives

2024

ବିପୁଳ ପରିମାଣର ଖଇର କାଠ ଜବତ : ଟ୍ରକ୍‌ ଛାଡି ଡ୍ରାଇଭର ଫେରାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ନିକଟରୁ ବିଳମ୍ବିତ ରାତିରେ ବିପୁଳ ପରିମାଣରେ ଖଇର କାଠ ଜବତ କରିଛି ସଇଁତଲା ପୋଲିସ । ଏକ ନମ୍ବର ବିହୀନ ଟ୍ରକ୍‌ରେ ଏସବୁ କାଠ ଚୋରା ଚାଲାଣ ହେଉ ଥିବା ଜଣାପଡିଛି । ସଇଁତଲା ରେଳ ଷ୍ଟେସନରୁ ଜାତୀୟ ରାଜପଥ-୨୬କୁ ସଂଯୋଗ କରୁଥିବା
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ

ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଛି । ଏଥିନେଇ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି
Read More...

ଆଇଏଫ୍‌ଏଫ୍‌ଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ମହୋତ୍ସବରେ ପ୍ରଦର୍ଶିତ ହେବ ଗୋଆ ସଂସ୍କୃତି ଓ ଚଳଚ୍ଚିତ୍ର ଉତ୍କର୍ଷଆଇଏଫଏଫଆଇ ପରେଡ୍ ସମୟରେ ସ୍କାଏ ଲାଣ୍ଟର୍ଣ୍ଣ ଆଲୋକିତ ହେବ ଗୋଆର ଆକାଶକ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ ପ୍ରତିଯୋଗିତା ପାଇଁ ରେକର୍ଡ ୧୦୩୨ ଆବେଦନ : ଆଇଏଫ୍‌ଏଫ୍‌ଆଇ ଚଳିତ ବର୍ଷ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ
Read More...

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନରେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।
Read More...

ବିଶ୍ୱ ଶୌଚାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ଶୌଚାଳୟ ଦିବସ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରେରଣାଦାୟକ କାର୍ଯ୍ୟ ବିଷୟରେ ସଚେତନତା ଜାଗ୍ରତ କରେ । ୨୦୦୧ରେ ୱାର୍ଲ୍ଡ ଟଏଲେଟ୍ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବିଶ୍ୱ ଶୌଚାଳୟ
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କଲେ…

ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀ 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ
Read More...

ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ୨୦୩୦ ପ୍ରାକ୍ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର…

ବିଶ୍ୱ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଚାରିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯାଇଛି - ପ୍ରତିବନ୍ଧକ ଏବଂ କଟକଣା ମୁକ୍ତ ଜ୍ଞାନକୌଶଳ ହସ୍ତାନ୍ତର;ବିକଶିତ ଦେଶମାନଙ୍କଠାରୁ ନିରପେକ୍ଷ ଏବଂ ସୁଲଭ ସାର୍ବଜନୀନ ଜଳବାୟୁ ପାଣ୍ଠିଯୋଗାଣ ସୁନିଶ୍ଚିତ କରିବା;ବିଶ୍ୱସ୍ତରୀୟ ଜଳବାୟୁ
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ, (ପିଆଇବି) :ମହାରାଜ,ମହାମହିମ,ନମସ୍କାରପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର
Read More...

ଦୁଇ‌ ବନ୍ଧୁଙ୍କ ନିଆରା‌ ପ୍ରକୃତି‌ ପ୍ରେମ‌

ପଦ୍ମପୁର, (ନିରୋଜ କୁମାର ପାଣି) : ବରଗଡ‌ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲ୍‌ସାପାଲି‌ ପଞ୍ଚାୟତ‌ ଘନାମାଲ ଗ୍ରାମର‌ ଦୁଇ ପ୍ରକୃତି‌ ବନ୍ଧୁ ଅନନ୍ତ କୁମାର୍‌ ମେହେର, ପିତା‌ ଯାଦବ‌ ମେହେର‌ ଏବଂ ପ୍ରକୃତି ବନ୍ଧୁ ଗୋବିନ୍ଦ ମେହେର, ପିତା‌ କାହ୍ନୁ ମେହେରଙ୍କ ନିଆରା ପ୍ରକୃତି‌ ପ୍ରେମ‌
Read More...

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ସୋମବାର ଭିଜିଲାନ୍ସ ଅଚାନକ ଚଢ଼ାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲ୍ଲାପାଳଙ୍କ ଘରେ ରେଡ୍ କରିଥିବା ସୂଚନା ମିଳିଛି । କାମାକ୍ଷାନଗରରେ ଉପଜିଲ୍ଲାପାଳଙ୍କ
Read More...