କ୍ରୀଡା ସଂସଦ ବଲାଙ୍ଗିରର ବାର୍ଷିକ କ୍ରୀଡା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରିଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆସନ୍ତା ତା.୧୮ ଓ ୧୯ ଡିସେମ୍ବର ଦୁଇ ଦିନ ଧରି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହେବ ବୋଲି ସଂସଦ ସୁତ୍ରରୁ ଜଣାପଡିଛି । ଏଥିରେ ଅଂଶଗ୍ରହଣ ସକାଶେ ଜିଲ୍ଲାର ଆଶାୟୀ!-->…
Read More...
Read More...