Yearly Archives

2024

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛିସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ : ପ୍ରଧାନମନ୍ତ୍ରୀଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି
Read More...

ବର୍ଷା ଯୋଗୁଁ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି

ଜଗତସିଂହପୁର, (କେପିଏନ୍‌ଏସଏ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂହ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ ଜମିରେ ପାଣି ଜମି ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଧାରକରଜ କରି ଚାଷୀ ଧାନ ଚାଷ କରି ଅମଳ ସମୟକୁ ଟାକି ରହିଥିବାବେଳେ ଅଦିନିଆ
Read More...

ଡା. ଦଶରଥ ମିଶ୍ରଙ୍କୁ ମାଲପଡା ନାଗରିକ କମିଟି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ଏକ ସାଧାରଣ ବୈଠକ ସଭାପତି ଯୁଧିଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଂପାଦକ ପଂଚାନନ ସେଠ ପୂର୍ବ ମାସର ବିବରଣୀ ପାଠ କରିଥିଲେ । ପୂର୍ବରୁ
Read More...

ଦୃଷ୍ଟିଶକ୍ତି ହରାଇଥିବା ଝିଅଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅଜିତ ଯୋଶୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡ଼ା ପଞ୍ଚାୟତର ଦନ୍ଦରା ଗ୍ରାମର ବାପ ମାଆ ଛେଉଣ୍ଡ ନାବାଳିକା ଝିଅ ସୁହାନା ଦୀପ(୧୪) । ଗତ ୬ ମାସରୁ ଅଧିକ ହେବ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୃଷ୍ଟି
Read More...

ଘୁନସର ପେକ୍ସ ସମ୍ପାଦକଙ୍କ ମନମାନି : ଚାଷୀ ପଞ୍ଜିକରଣ ନ କରି ଧାନ ବିକ୍ରି କରିବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ଘୁନସର ପେକ୍ସ ସମ୍ପାଦକଙ୍କ ହଇରାଣ ହରକତ ଯୋଗୁଁ ଜଣେ ଚାଷୀଙ୍କ ନାମ ପଞ୍ଜିକରଣ କରି ନ ଦେବା ଫଳରେ ଚାଷୀ ଜଣକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ
Read More...

୨ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ : ଥାନାରେ ଏତଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଧୀନସ୍ଥ ଘୁନସର ଗାଁରେ ବିଦ୍ୟୁତ ବିଲ ସଂଗ୍ରହ କରିବା ପାଇଁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ଥାନା କେସ୍‌ ନଂ ୫୪୮/୨୪ରେ ଏକ ମାମଲା ରୁଜୁ
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ କର୍ମକର୍ତ୍ତା ଚୟନ : ସୁକାନ୍ତ ସଭାପତି, ଭାଗବତ ସମ୍ପାଦକ

ଫେବୃଆରୀରେ ସେବା ମହୋତ୍ସବ ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନଙ୍କ ଅଧକ୍ଷତାରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ
Read More...

ମ୍ୟୁଜିକ ସେଲିବ୍ରେସନର ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦନ ମୁଖାର୍ଜୀଙ୍କ
Read More...

ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରକାଶ ପାଇବ ସ୍ମରଣିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ଜାନୁଆରୀରୁ ୨୨ ଜାନୁୟାରୀ ୨୦୨୫ ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଅଞ୍ଚଳର ଲୋକ ସାହିତ୍ୟ, କଳା, ସଂସ୍କୃତି, ପରଂପରା, ନୃତ୍ୟ ଗୀତ, ଲୋକ ନାଟକ, ଇତିହାସ ତଥା ଜୀବନଧାରା ଆଧାରିତ ହୋଇ ଗବେଷଣାତ୍ମକ
Read More...

୨୨ତମ ଫେଡେରେସନ କପ-୨୦୨୪ ପାଇଁ : ୬ ଜଣିଆ ବଲାଙ୍ଗିର କରାଟେ ସ୍କୁଲ ଦଳର ବନାରସ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଇଣ୍ଡିଆ ସେଇସିନକାଇ ସିଟୋର୍ୟୁ କରାଟେ ଡୁ ଫେଡେରେସ ଆନୁକୁଲ୍ୟରେ ବାରଣାସି ସ୍ଥିତ ବିଶ୍ୱବିଦ୍ୟାଳୟ ଇନଡୋର ଷ୍ଟାଡିୟମ ଠାରେ ୨୨ତମ ଫେଡେରେସନ କପ ୨୦୨୪ କରାଟେ ଚମ୍ପିୟାନସିପ୍‌ ଆୟୋଜିତ ହୋଇଅଛି । ଅଲ ଇଣ୍ଡିଆ ସେଇସିନକାଇର ମୁଖ୍ୟ ହାଂଶୀ ପ୍ରେମଜିତ ସେନଙ୍କ
Read More...