Yearly Archives

2024

ଅସହାୟକୁ ସହାୟ ହେଲା ଜନକଲ୍ୟାଣ ଟ୍ରଷ୍ଟ

ପରିବାର ଜାତିଭାଇ ନଥିବାରୁ ଟ୍ରଷ୍ଟ କର୍ମକର୍ତ୍ତା କଲେ ଶବ ସଂସ୍କାର ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ସହରର ଶ୍ରୀରାମ ମନ୍ଦିର ନିକଟ ପଡାରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ମୃତକ ବୃଦ୍ଧ ଜଣକ ସିହିନି ଗ୍ରାମ ପଂଚାୟତ
Read More...

ମା’ ରାମଚଣ୍ଡୀ ମନ୍ଦିରବେଢ଼ା ପରିସର ସଫେଇ ଓ ରାମକୁଣ୍ଡର ପୁନଃ-ରୁଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ଶ୍ରୀ ଶ୍ରୀ ମା' ରାମଚଣ୍ଡୀଙ୍କ ମନ୍ଦିର ବେଢ଼ା ପରିସରରେ ସଫେଇ କାର୍ଯ୍ୟ ସମ୍ପନ୍ନ ସାଂଗକୁ ବହୁ ମୂଲ୍ୟବାନ ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷରୋପଣ କରାଯାଇଛି । ସ୍ୱଚ୍ଛ ସୁନ୍ଦର ପରିବେଶ ଏବଂ କୃତ୍ରିମ ବନାନୀ ଲକ୍ଷ୍ୟ ନେଇ
Read More...

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଗଡଭାଟି ଛକ୍ ନିକଟରେ ଏକ ବାଇକ୍ ଚାଲକ ସାଇକେଲ ଆରୋହୀଙ୍କ ଧକ୍କାକୁ ଦେବାରୁ ସାଇକେଲ ଆରୋହୀଙ୍କ ଜଣେ ମୃତ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ବୁବୁଡା ଗ୍ରାମ ବାବନ ବିଶି (୫୦) ସେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ : ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ଼ ରାସ୍ତା ଖର୍ଲିକାନି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟିହେଲା ବାଇକ୍‌ । ଘଟଣାସ୍ଥଳରେ ବାଇକ୍‌ରେ ଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକମାନେ ରତାଖଣ୍ଡି ଗାଁର ଓମ୍‌ ମହାଲିଙ୍ଗ ଓ ଟୁବୁଲୁ ଭୋଇ ବୋଲି
Read More...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ୍‌ ୮ ଗୋଟି ଦଳ ମଧ୍ୟରେ ଖେଳା ହେବ ଏବଂ ଏହି ପ୍ରିମିୟର
Read More...

୨୮ରୁ ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

କବିସନ୍ଧିରେ ଯୋଗଦେବେ ଶତ୍ରୁଘ୍ନ ପାଣ୍ଡବ ଭୁବନେଶ୍ୱର : ସାହିତ୍ୟ ଅକାଦେମି ପକ୍ଷରୁ ଆସନ୍ତା ୨୮ ଓ ୨୯ ତାରିଖରେ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଭୁବନେଶ୍ୱରର ବୁଦ୍ଧମନ୍ଦିର ସଭାଗୃହରେ ୨୮ ତାରିଖ ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁଥିବା ଏହି
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍‌ଯାପିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଚାଲିବା ପରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସର ଉଦଘାଟନୀ
Read More...

ଦେବଙ୍ଗ ୟୁପି ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପତ୍ରାପାଲି ଓ ଭୋଇପରା କ୍ଲଷ୍ଟରର ମିଳିତ ଉଦ୍ୟମରେ ନବନିଯୁକ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା
Read More...

ଚାନ୍ଦୋତରାରେ ବେଆଇନ ବାଲି ଚୋରା ଚାଲାଣ ପ୍ରତିବାଦରେ ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତାରୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଉନ୍ଦେର ନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ପ୍ରତିବାଦରେ ଚାନ୍ଦୋତରା ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉନ୍ଦେର ନଦୀ ସେତୁ ମଧ୍ୟରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି ।
Read More...

ଦ୍ୱିଦିବସୀୟ ଆଜା ନାଚଲେ କାର୍ଯ୍ୟକ୍ରମ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ଦ୍ୱିଦିବସୀୟ ଆଜା ନାଚଲେ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନ ଅଡିଟୋରିୟମ ଠାରେ ଆରମ୍ଭ ହୋଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ କୁମାର ଜେନା, ସଭାପତି ବିଜୟ ମୁଖୀ ଓ ସମ୍ପାଦକ
Read More...