Yearly Archives

2024

୨୫ ବର୍ଷରେ ସାପ୍ତାହିକ ସମ୍ବାଦପତ୍ର ଦୀନ୍ ଦୟାଲମେଲ୍

ରାଉରକେଲା ପାନ୍ଥ ନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ୱ-ନକ୍ଷତ୍ର ଉତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସାପ୍ତାହିକ ସମ୍ବାଦପତ୍ର ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥ ନିବାସରେ ଠାରେ ତା'ର ୨୫ତମ ସ୍ୱ-ନକ୍ଷତ୍ର ଉତ୍ସବ ପାଳନ କରିଛି । ୧୯୯୯ ମସିହା ନଭେମ୍ବର ୨୨ ତାରିଖରେ ଦୀନ୍
Read More...

ରାଷ୍ଟ୍ରିୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରିୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଭାପତି ବିଶ୍ରା ବ୍ଲକର ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ ଓ କାର୍ଯ୍ୟକାରୀ ସମ୍ପାଦକ ତଥା ଶିକ୍ଷା ସଦନର ପ୍ରଧାନ
Read More...

ଓଡ଼ିଆ ଭାଷା ବିକାଶମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ରାଉରକେଲାର ବୁଦ୍ଧିଜୀବୀ, ସାରସ୍ଵତ ସାଧକ ମାନଙ୍କ ସଂପୃକ୍ତି ଓ
Read More...

ପାଣି ସମସ୍ୟାକୁ ନେଇ ବ୍ଲକ, ଥାନା ଓ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ପାଇଁ ବ୍ଲକ, ଥାନା ଓ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡା ପଞ୍ଚାୟତରେ ପ୍ରାୟ ୨୦ ଦିନ ଧରି ପାନୀୟ ଜଳ ସମସ୍ୟା
Read More...

ସାଇଭାଇ ସୋସିଆଲ ଟିମ ତରଫରୁ ଶୀତ ବସ୍ତ୍ର, କମ୍ବଳ ଓ ଖାଦ୍ୟ ବଣ୍ଟନ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସାଇଭାଇ ସୋସିଆଲ ଟିମ ତରଫରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସାଇଭାଇ ଟିମର ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପଙ୍କ ନେତୃତ୍ୱରେ ସହରର ରେଲୱେ ଷ୍ଟେସନ, ମନ୍ଦିର, ବସଷ୍ଟାଣ୍ଡ, ରାସ୍ତା ଘାଟ ପାଖରେ ଥିବା ଗରୀବ ଲୋକମାନଙ୍କୁ ଶୀତ
Read More...

ସମ୍ବିଧାନ ସଚେତନ ରଥକୁ ସ୍ୱାଗତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀର୍ଘ ଏକ ମାସ ସମ୍ବିଧାନ ସଚେତନ ରଥ ପରିଭ୍ରମଣ କରିଥିବା ବେଳେ ଜତ କାଲି କଣ୍ଟାବାଞ୍ଜି ସମ୍ବିଧାନ ଛକଠାରେ ପହିଞ୍ଚ ଥିବାରୁ ସଚେତନ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସମ୍ବିଧାନର ଅଧିକାର
Read More...

ଜାତିୟ ଜୁନିଅର ବ୍ୟାଡମିନ୍ଟନ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ

ପ୍ରକ୍ରିତି ଭାରତ ବାଳିକା ସିଙ୍ଗଲ ଚାମ୍ପିୟାନ୍‌ପ୍ରଣୟ ସେଟ୍ଟିଗାର ବାଳକ ଚାମ୍ପିୟନ୍‌ବିଶାଖା ଟପ୍ପୋ - ଲାଲରାମ ସାଙ୍ଗା ମିକ୍ସଡ଼ ଡବଲସ୍‌ ଚାମ୍ପିୟନ୍‌ବାକଳ ଡବଲସ୍‌ରେ ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ଏବଂ ବାଳିକା ଡବଲସ୍‌ରେ ଲାଲ ରେମ୍ପୁଇ ତନୁ ଚନ୍ଦ୍ରା ଚାମ୍ପିୟନ ଭୁବନେଶ୍ୱର :
Read More...

ଜାତୀୟ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌

ତନଭି ସିଙ୍ଗିଲସ୍‌ରେ ପ୍ରଗତି ଓ ବିଶାଖା ଡବଲ୍ସ ଟାଇଟଲ ରେସ୍‌ରୁ ବାହାରସିଙ୍ଗଲସ ବାଳିକାରେ ତାମିଲନାଡୁର ପ୍ରକ୍ରିତି ଭରଥ ଓ ମହାରାଷ୍ଟ୍ରର ଅଲିଶା ନାଏକ ମଧ୍ୟରେ ମୁକାବିଲାସିଙ୍ଗଲସ୍‌ ବାଳକରେ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟିଗାର ମଧ୍ୟରେ ମୁକାବିଲା ଭୁବନେଶ୍ୱର :
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ନିବାସୀ ଚମରେନ୍ ସାହୁ(୯୦)ଙ୍କ ଦେହାନ୍ତ ହୋଇଯାଇଛି । ସେ ଜଣେ ମେଲାପି ତଥା ଧର୍ମପରାୟଣା ମହିଳା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁତ୍ର ଅବସରପ୍ରାପ୍ତ ଶିକ୍ଷକ ଶରତ ସାହୁ ଏବଂ ଆଇନଜୀବୀ ଗୌରୀ ଶଙ୍କର ସାହୁ, ପୁତ୍ରବଧୁ
Read More...

ପିପି ଏକାଡ଼େମୀ ୧୯୮୨ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡ଼େମୀ ୧୯୮୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ହୋଟେଲ ସ୍ୱୟଂରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ସମେତ ସମସ୍ତ ଦିବଙ୍ଗତ ପୂର୍ବତନ ଶିକ୍ଷକ ଓ ଛାତ୍ର ବନ୍ଧୁଙ୍କ ସ୍ମୃତିଚାରଣ କରାଯାଇ ସେମାନଙ୍କ
Read More...