ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା : ପ୍ରେମ ବିବାହର ୪ ବର୍ଷ ପରେ ଯୁବତୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର
ମୁନିଗୁଡ଼ା, (ରମାକାନ୍ତ ପଡାଲ) : ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା । ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ମୃତକ ଜଣକ ହେଲେ ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ଥାନା ଅନ୍ତର୍ଗତ ରଘୁବାରି ପଞ୍ଚାୟତ!-->…
Read More...
Read More...