ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ କମିଟି ତରଫରୁ ଉତ୍ସାହର ସହିତ ପାଳନ ହେଲା ସମ୍ବିଧାନ ଦିବସ
ବଲାଙ୍ଗିର, (କେପିଏନ୍ଏସ୍) : ସମ୍ବିଧାନ ଦିବସ ଅବସରରେ ଭାରତୀୟ ସମ୍ବିଧାନ ନିର୍ମାତାଙ୍କୁ ସମ୍ମାନିତ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ, ବଲାଙ୍ଗିର ପକ୍ଷରୁ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା । ଏହି ରାଲି!-->…
Read More...
Read More...