Yearly Archives

2024

ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି.ଏମ) ପରିସରରେ ୨ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ କ୍ରୀଡାର ପ୍ରମୁଖ ଭୂମିକା ରହିଛି । କ୍ରୀଡା ହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରୟୋଗ
Read More...

୯ ଜଣ ବେଆଇନ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଗିରଫ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ରାଜ୍ୟରେ ବେଆଇନ ଦାଦନ ଚାଲାଣ ବଢ଼ିବାରେ ଲାଗିଛି । ଆଜି ସକାଳୁ ବେଲପଡା ପୋଲିସ ୩ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଘଟଣାର ୧୨ ଘଣ୍ଟା ନ ପୁରୁଣୁ କୌଣସି ସୂତ୍ରରୁ ବେଲପଡା ପୋଲିସ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି । ସେଥି ମଧ୍ୟରୁ ଜଣେ
Read More...

ସମାଜସେବୀ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀଙ୍କ ଧର୍ମପତ୍ନୀ ରାସେଶ୍ୱରୀ ଷଡ଼ଙ୍ଗୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁ ଗଳି ନିବାସୀ ସମାଜସେବୀ ତଥା ରୋଗୀ ସେବାରେ ଉତ୍ସର୍ଗୀକୃତ ବେଶ ଜଣାଶୁଣା ସୁନାମଧନ୍ୟ ସ୍ୱର୍ଗତ ମହେନ୍ଦ୍ର ଷଡ଼ଙ୍ଗୀଙ୍କ ଧର୍ମପତ୍ନୀ ରାସେଶ୍ୱରୀ ଷଡ଼ଙ୍ଗୀ (୮୬)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ଭଗବତ୍ ପ୍ରେମୀ, ମେଳାପୀ
Read More...

ଆର୍ଥିକ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଭୁକ୍ତା ଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ସଂପୂର୍ଣ୍ଣା ଆନୁକୂଲ୍ୟରେ ଦିନିକିଆ ଡିଜିଟାଲ ଆର୍ଥିକ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସତ୍ୟ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ ପ୍ରଶାସନର ପକ୍ଷରୁ ଚିଠି କରାଯାଇ ଗଣମାଧ୍ୟମର କଣ୍ଠରୋଧ କରିବାର ହୀନ ପ୍ରୟାସ କରୁଛି ରାୟଗଡ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଓ ବିକଶିତ ଭାରତ @୨୦୪୭ ଉପରେ ଜାତୀୟ ସଂପାନର ଉଦ୍‌ଘାଟନୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଆଇସିଏସ୍‌ଏସ୍‌ଆର୍‌, ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ପଣ୍ଡା
Read More...

ଦୁର୍ଘଟଣାଗ୍ରସ୍ତ ବାବାଙ୍କୁ ଉଦ୍ଧାର କଲେ ବଜରଙ୍ଗ ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାସ୍ତା ଦେଇ ଜଣେ ବାବା ବେଲଗାଁ ଆଡ଼କୁ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ବାବାଙ୍କ ନାମ ରାମବରଣ ସିଂ (୭୦) ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି । ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ
Read More...

ଶିଶୁ ବିକାଶ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୦ତମ ପ୍ରତିଷ୍ଠା ବର୍ଷ ଅବସରରେ ଖୁଜେନପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିବିଧ କାର୍ଯ୍ୟକ୍ରମ ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଦେଓଗାଁ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତବିଂଶତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗାଈବାହଲ ସରପଞ୍ଚ ତ୍ରିଲୋଚନ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି
Read More...

କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିଫ ଏଥିରେ ଅସୀମ କରାଟେ ଏକାଡେମୀର ଅଭିପ୍‌ସା ଦଲାଇ କୁମିତେ ବିଭାଗରେ ରୌପ୍ୟ ପଦକ ଓ ଦୀପିକା ଭୋଇ ବ୍ରୋଞ୍ଜ ପଦକ ହାସଲ
Read More...