Yearly Archives

2024

ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କଦଲିମୁଡା ନର୍ସରୀ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ଭାବର୍ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅଶୋକ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କଣ୍ଠଶିଳ୍ପୀ
Read More...

ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ମ୍ୟୁନିସିପାଲିଟି, ବ୍ଳକ ଓ ଏନ.ଏ.ସି. ଉପସ୍ଥିତ ଯାଦବ ସଭାପତି ଓ ସଂପାଦକମାନଙ୍କୁ ନେଇ ଏକ ପ୍ରସୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅଭ୍ୟର୍ଥନା କମିଟିର ସଭାପତି ବିରେନ୍ଦ୍ର ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା
Read More...

ଗନ୍ଧମାର୍ଦ୍ଦନର ସୁରକ୍ଷା ସହ ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବୀ କଲା : ବରଗଡ ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂଣ୍ୟପୀଠ ନୃସିଂହନାଥ ପରିସରରେ ରବିବାର ବରଗଡ଼ ଓକିଲ ସଂଘର ଏକ ବୈଠକ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଶିଷ୍ଠ ଓକିଲ ଭବାନୀ ସାହୁ, କିଶୋର ସାହୁ, ରାଜେନ୍ଦ୍ର ସିକନ୍ଦର, ବିରବଲ ମହାକୁଡ଼,
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଶୀର୍ଷକ ଉପରେ ଜାତୀୟ ସଂପାନର ଉଦଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ICSSR ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଉଦ୍‌ଯାପନୀ ଉତ୍ସବରେ କିସ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର କୁଳପତି ପ୍ରୋ. ଦୀପକ କୁମାର
Read More...

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ ସଂଯୋଜନାରେ "ବିଶ୍ୱ ଏଡ୍‌ସ ସଚେତନତା ଦିବସ " ପାଳିତ ହୋଇଯାଇଛି । ୧୯୮୮ ମସିହା ଡିସେମ୍ବର ୧ ତାରିଖକୁ ସାରା ବିଶ୍ୱ "ବିଶ୍ୱ ଏଡ୍‌ସ ଦିବସ " ଭାବରେ
Read More...

କ୍ଷୀରୋଦ୍ର ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଜଣାଶୁଣା ସମସ୍ତଙ୍କ ପ୍ରିୟ କ୍ଷୀରୋଦ୍ର ମେହେର (୮୦)ଙ୍କ ପାଇକମାଲ ସ୍ଥିତ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ ମାସ ହେବ ଅସୁସ୍ଥ ହୋଇ ଔଷଧ ସେବନ କରୁଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟବାଦୀ,
Read More...

ଭୟଭୀତ କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ : ଥାନାରେ ଲିଖିତ ଅଭିଯୋଗ

ହରଭଙ୍ଗା : ଦିନକୁ ଦିନ ରାସ୍ତା ଘାଟରେ ଅପରାଧିକାର କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ଚକମା ଦେଖାଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧିକାର କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ଚୋରି କାର୍ଯ୍ୟଠୁ ଆରମ୍ଭ କରି ଲୁଟ ପାଟ ପର୍ଯ୍ୟନ୍ତରେ ବାରମ୍ବାର ବୃଦ୍ଧି ପାଉଥିବା ଭଳି ଖବର
Read More...

ବିଶ୍ଵ ଏଡ଼ସ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହା ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଏଡ଼ସ ସଂକ୍ରମଣର କାରଣ, ପ୍ରତିକାର
Read More...

ଆସନ୍ତା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ରାଜ୍ୟସ୍ତରୀୟ ସିରଜିନା ନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ
Read More...

ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି । ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ
Read More...