Yearly Archives

2024

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ କ୍ରୀଡା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ଖେଳପଡିଆ ଠାରେ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସହରରେ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏହା ପରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ
Read More...

ଟ୍ରେନରୁ ପଡି ଜଣେ ଗୁରୁତର : ଦେବଦୂତ ସାଜିଲେ ରେଳ କର୍ମଚାରୀ

ତୁରେକେଲା, (ପିତାମ୍ବର ଦୀପ) : ଦୁର୍ଗପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ପଡି ଜଣେ ଗୁରୁତର । ଜୁରୁତର ଜଣକ ହେଲେ ରାଜସ୍ଥାନର ଚେତନ୍ୟ ଜୈନ (୧୯) । ସୂଚନା ଅନୁସାରେ ଚେତନ୍ୟ ଜୈନ ଦୁର୍ଗପୁରୀ ଇଣ୍ଟରସିଟିରେ ରାୟପୁରରୁ ଆସୁଥିଲେ ହେଲେ ଲାଠୋର ଷ୍ଟେସନରେ ସେ ହଠାତ୍‌ ପଡି ଯାଇଥିଲେ । ପରେ ଲାଠୋର
Read More...

ଭୈରବୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ଧାରାବାହିକ ଅଭିନେତ୍ରୀ ହିରଣ୍ମୟୀଙ୍କ ନୃତ୍ୟରେ ଝୁମିଲେ ଦର୍ଶକ ହରଭଙ୍ଗା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଚତୁର୍ଥ ରାଜ୍ୟ ସ୍ତରୀୟ ମା' ଭୈରବୀ ମହୋତ୍ସବ । ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମା'ଙ୍କ ସନ୍ଧ୍ୟା ଧୂପ ଓ ଆଳତି ପରେ ସାଧାରଣ
Read More...

ଦେଓଗାଁ ଅଞ୍ଚଳରେ ୧୫ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜିର ସମୟରେ ଟିକିଏ ସମୟ ପାଇଁ ମୋବାଇଲ ଇଣ୍ଟରନେଟ ଠାରୁ ଦୂରେଇ ରହିବା ଲୋକଙ୍କ ପାଇଁ ଭାରି କଷ୍ଟକର । ମଣିଷ ଏବେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଉପରେ ନିଜର ଅଧିକାଂଶ କାମ ପାଇଁ ନିର୍ଭରଶୀଳ ହେଲାଣି । କେହି ଘରେ ବସି ଅଫିସ କାମ କରୁଛି ତ' ଆଉ କେହି ଏହା
Read More...

ବିଜଘାଟରୁ ଜଣେ କୁଖ୍ୟାତ ମୋବାଇଲ ଚୋର ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ମାନସିଂ ସାହୁଙ୍କ ପୁଅ ଅଜୟ ସାହୁ (୩୧) ନାମକ ଜଣେ କୁଖ୍ୟାତ ମୋବାଇଲ ଚୋରକୁ ପୁଲିସ୍ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ,
Read More...

ଚଣାବାହାଲ ଗ୍ରାମରେ ଦୁର୍ବୃତ୍ତଙ୍କ ଧାନଗଦା ପୋଡ଼ି ଘଟଣା : ଜଣେ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଚାଷୀ ତରଣୀ ସୁନା (୪୫) ଧାନକାଟି ଅମଳ ପାଇଁ ରଖିଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତରଣୀ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ
Read More...

ଖଣ୍ଡଦେଉଳି ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ସଚେତନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡ୍‌ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଏକ ଶୋଭାଯାତ୍ରା
Read More...

ମୁରିବାହାଲ ବ୍ଲକର ୧୧ଟି ଖରିଫ ଧାନମଣ୍ଡି ଉଦଘାଟିତ

ଚାଷୀଙ୍କ ଟୋକନ ଆସିନି, ଆଶଙ୍କାରେ ଧାନ ବିକ୍ରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଥିବା ସମସ୍ତ ୧୧ଟି ଖରିଫ ଧାନମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି । ମୁରିବାହାଲ ବ୍ଲକର ମୁରିବାହାଲ, ହଳଦୀ, ଗୁଡିଘାଟ, ଇଛାପଡା, ବଡସାଇମରା, ପତ୍ରାପାଲି,
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ରାମଚନ୍ଦ୍ର ଡାକୁଆ (୯୪) ଙ୍କ ସୋମବାର ସନ୍ଧ୍ୟାରେ ନିଜ ଜକିସାହି ବାସଭବନରେ ଦେହାନ୍ତ ହୋଇଯାଇଛି । ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ, ଅରୁଣା, ବ୍ରହ୍ମପୁର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ, ଅନ୍ତଃ ମହାବିଦ୍ୟାଳୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି ।
Read More...