Monthly Archives

November 2024

ଜିଲ୍ଲାସ୍ତରୀୟ ସରଗିଫୁଲ ମହୋତ୍ସବ ଉଦ୍‌ଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଆନନ୍ଦ, ଉଲ୍ଲାସ ମଧ୍ୟରେ ସମସ୍ତଙ୍କୁ ଆପଣାର କରିନେଇ, ଆସନ୍ତା ୨୦୨୫ରେ ହେବାକୁ ଥିବା ଶିଶୁ ମହୋତ୍ସବ ସରଗିଫୁଲ ନିଉତା ଦେଇ ଚାଲିଯାଇଛି । ଗଲାବେଳେ ଛାଡିଦେଇଗଲା, ତାର ମହକ, ଗୁଣ, ଗାରିମା, ଐତିହ୍ୟ, କଳା, ସଂସ୍କୃତି, ସଂସ୍କାର, ଶିକ୍ଷା, ଦୀକ୍ଷା, ଏବଂ
Read More...

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପସଭାପତି କ୍ଷେତ୍ରବାସୀ ଭୋଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ
Read More...

କୁଚ ବେହେରା ଟ୍ରଫି : ଓଡିଶା ବନାମ ବରୋଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା କୁଚ ବେହେରା ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲିର ଅସମାପ୍ତ ଖେଳ ୧୭୨/୫ରୁ ଆରମ୍ଭ କରି ସମୁଦାୟ ୨୦୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଫଳରେ ଓଡିଶା ଫଲୋଅନ୍‌ର ସମ୍ମୁଖିନ ହୋଇଥିଲା
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର : ଘର ଭିତରେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ କୋଲାର ଗ୍ରାମପଞ୍ଚାୟତର ଟାଙ୍ଗିନିଗୁଡା ଗ୍ରାମର ହରିଜନ ସାହିରେ ଅଗ୍ନିକାଣ୍ଡ ହେବା ଫଳରେ ଘର ଭିତରେ ଥିବା ଜଣେ ବୃଦ୍ଧା ଗୁରୁତର ହୋଇ ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦିନକୁ ଦିନ ଶୀତ
Read More...

ଟିଟିଲାଗଡ଼ ଟିପିଡବ୍ଲୁଓଡ଼ିଏଲ୍‌ ଅଫିସରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା ବିଷୟରେ ସଚେତନତା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ୍‌ର ବ୍ୟବହାର ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ବିନା ବିଦ୍ୟୁତ୍‌ରେ ଗୋଟାଏ ମିନିଟ କାଟିବା ବି ଅସମ୍ଭବ ହୋଇପଡିଛି । ଦିନକୁ ଦିନ ବିଦ୍ୟୁତ୍‌ ଯନ୍ତ୍ରପାତି ଖାସ କରି ଏସି ବ୍ୟବହାର ଦୃତଗତିରେ ବଢ଼ି ଚାଲିଛି । ଖରା ଦିନରେ ଏସି ବ୍ୟବହାର ଯୋଗୁଁ
Read More...

ବ୍ଲକସ୍ତରୀୟ ଜେଆର୍‌ସି ଶିକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ତାଲିମ ଶିବିର ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ
Read More...

ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡ. ଏ. ଏନ୍. କେ ଡିଏଭି ପବ୍ଲିକ ସ୍କୁଲର ୩୫ତମ ପ୍ରତିଷ୍ଠା ଉତ୍ସବ ସହିତ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ପ୍ରାତଃ ସମୟରେ ବୈଦିକ ରୀତିରେ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ନାରାୟଣ ପତି ଏବଂ ଶ୍ରୀ ଯୋଶୀଙ୍କ
Read More...

ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡବନ୍ଧ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଯୋଗ ଦେଇଥିଲେ ।
Read More...

ମିଳିତ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଓ ମହୁଲବାହିଲି ଆଞ୍ଚଳିକ ସାଧନ କେନ୍ଦ୍ରର ମିଳିତ ଷଷ୍ଠ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ
Read More...

ତୁଷୁରା କ୍ଲଷ୍ଟରର ୬ଷ୍ଠ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ଏନ୍‌ଏସି କ୍ଲଷ୍ଟରର ୬ଷ୍ଠ ଏମ୍‌ସିଏମ୍ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...