Daily Archives

କୁତୁର୍ଲାରେ ଗାଈଙ୍କ ସ୍ୱାସ୍ଥ୍ୟ ଶିବିର : ୧୪୫ ଗାଈର ସ୍ୱାସ୍ଥ୍ୟ ପରୀକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିକେଏନ ଦ୍ଵାରା କୁତୁର୍ଲାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତିର ସମ୍ପାଦକ ସଞ୍ଜୀବ ପଧାନଙ୍କ ତତ୍ତ୍ଵାବଧାନରେ ଶିବିର ପରିଚାଳନା ହୋଇଥିଲା । ଏହି ଶିବିରରେ କୁତୁର୍ଲା, ସାରସବାହାଲ, ବହଲି, ମୁରସିଂହ ଗାଁର ୩୭ ଜଣ ଚାଷୀଙ୍କ
Read More...

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଖନ୍ଦାପଡା ଗାଁ ଛତିଶଗଡ଼ ସୀମାନ୍ତରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ଵ
Read More...

ରାଜବୋରାସମ୍ବର ସମିତି ସଂଘ ପକ୍ଷରୁ ଭାର ପ୍ରାପ୍ତ ବିଡ଼ିଓ ଦେବାଶିଷ ସିହ୍ନାଙ୍କୁ ସ୍ୱାଗତ ସୌଜନ୍ୟ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରାଜବୋରାସମ୍ବର ବ୍ଲକର ସମିତି ସଭ୍ୟ ସଂଘ ପକ୍ଷରୁ ସଭାପତି ଠାକୁର ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ସଂଯୁକ୍ତା ଚାନ୍ଦଙ୍କ ସହ ରାଜବୋରାସମ୍ବର ବ୍ଲକର ସମସ୍ତ ସମିତି ସଭ୍ୟସଭ୍ୟା
Read More...

ସରକାରୀ ମହାବିଦ୍ୟାଳୟ ଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ସୁରେନ୍ଦ୍ର ଘିଭେଲାଙ୍କୁ ନେଇ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ଦୀର୍ଘ ୩୮ ବର୍ଷ ଧରି ସେ ରାତ୍ର ଜଗୁଆଳି ଭାବେ ନିଜର କର୍ମମୟ ଜୀବନ ଏହି ମହାବିଦ୍ୟାଳୟରେ ଦେଇ ଥିବାରୁ ସମସ୍ତ
Read More...

ଟିଟିଲାଗଡ଼ ଦେବନ୍ଧ ପଡ଼ାର ଝିଅ ବେବି ନାଏକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଟିଟିଲାଗଡ଼ ଅଗ୍ରୱାଲ ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ବି ମାନବିକତା ବଞ୍ଚିଛି । ମଣିଷ ପଣିଆ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ଟିଟିଲାଗଡ଼ ଅଗ୍ରୱାଲ ସଭା । ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ
Read More...

ହରିଦ୍ୱାରଠାରେ ଗଙ୍ଗା ଉତ୍ସବ ୨୦୨୪କୁ ଉଦ୍‌ଘାଟନ କରି ଗଙ୍ଗା ସଂରକ୍ଷଣ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ…

ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ମା’ ଗଙ୍ଗାଙ୍କ ସଂରକ୍ଷଣ ଏବଂ ଏହା ପ୍ରତି ଶ୍ରଦ୍ଧାକୁ ପ୍ରୋତ୍ସାହିତ କରିବାରେ ଗଙ୍ଗା ଉତ୍ସବର ଭୂମିକା ଉପରେ ଆଲୋକପାତ କଲେଗଙ୍ଗା ନଦୀର ଜାତୀୟ ମାନ୍ୟତା ପାଳନ ଏବଂ ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏନଏମସିଜି ଦ୍ୱାରା ଗଙ୍ଗା ଉତ୍ସବ ଆୟୋଜନ
Read More...

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ । କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବା ସହ ଆଇନର ଶାସନ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କାନାଡାର ଏକ ହିନ୍ଦୁ ମନ୍ଦିର
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ ହିନ୍ଦୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତିଆଗାମୀ ୫ ବର୍ଷ ମଧ୍ୟରେ ‘ହିନ୍ଦୀ ଶବ୍ଦସିନ୍ଧୁ’ ଅଭିଧାନ ବିଶ୍ୱର ସର୍ବବୃହତ ଓ ସମୃଦ୍ଧ ଅଭିଧାନରେ ପରିଣତ ହେବଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ ଓ ପ୍ରଚାର
Read More...

ବିଶ୍ୱ ସୁନାମି ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ସୁନାମି ସଚେତନତା ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ନଭେମ୍ବର ୫ରେ ସୁନାମିର ବିପଦପୂର୍ଣ୍ଣ ପ୍ରଭାବ ଏବଂ ସୁନାମି ପ୍ରସ୍ତୁତିର ମହତ୍ତ୍ୱ ଏବଂ ସୁନାମିର ପ୍ରାରମ୍ଭିକ ଚେତାବନୀ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ
Read More...